ପୂଜା ବଜାରରେ ଜମିବ ମେଲୋଡ଼ି, ଦେଖନ୍ତୁ କେମିତି ଚାଲିଛି ପ୍ରସ୍ତୁତି

କଟକ(ଓଡ଼ିଶା ରିପୋର୍ଟର):ଧୁମଧଡ଼ାକ ଗୀତ ସାଙ୍ଗକୁ ଜବରଦସ୍ତ ଡ୍ୟାନ୍ସରେ ଉଚ୍ଛୁଳିବ ପରିବେଶ। ଦୁଲୁକିବ ପୂଜା ମଣ୍ଡପ। ମତୁଆଲା ହେବେ ଦର୍ଶକ। କାରଣ ଆଗକୁ ଆସୁଛି ଦଶହରା। ତେଣୁ ତା’ପୂର୍ବରୁ ଆରମ୍ଭ ହୋଇଛି ସଜବାଜ। ଗୋଟିଏ ପରେ ଗୋଟିଏ ସୁମଧୁର ଗୀତ ଅଭ୍ୟାସରେ ଲାଗିପଡ଼ିଛନ୍ତି କଳାକାର। ଲୟ ଓ ତାଳ ସହ ଆଗେଇ ଚାଲିଛି ପ୍ରୟାସ। ରାତିଦିନ ଏକ କରି ଦର୍ଶକଙ୍କ ମନୋରଞ୍ଜନ ଖୁରାକ ଯୋଗାଇବାରେ ଯେମିତି କେଉଁଠି କିଛି କମ୍‌ ନ ରୁହେ ସେଥିପାଇଁ ମେଲୋଡ଼ି ପାର୍ଟି ଗୁଡ଼ିକ […]

p-11-1

p-11-1

Tapas Behera
  • Published: Saturday, 24 August 2019
  • Updated: 24 August 2019, 05:20 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ଧୁମଧଡ଼ାକ ଗୀତ ସାଙ୍ଗକୁ ଜବରଦସ୍ତ ଡ୍ୟାନ୍ସରେ ଉଚ୍ଛୁଳିବ ପରିବେଶ। ଦୁଲୁକିବ ପୂଜା ମଣ୍ଡପ। ମତୁଆଲା ହେବେ ଦର୍ଶକ। କାରଣ ଆଗକୁ ଆସୁଛି ଦଶହରା। ତେଣୁ ତା’ପୂର୍ବରୁ ଆରମ୍ଭ ହୋଇଛି ସଜବାଜ। ଗୋଟିଏ ପରେ ଗୋଟିଏ ସୁମଧୁର ଗୀତ ଅଭ୍ୟାସରେ ଲାଗିପଡ଼ିଛନ୍ତି କଳାକାର।

ଲୟ ଓ ତାଳ ସହ ଆଗେଇ ଚାଲିଛି ପ୍ରୟାସ। ରାତିଦିନ ଏକ କରି ଦର୍ଶକଙ୍କ ମନୋରଞ୍ଜନ ଖୁରାକ ଯୋଗାଇବାରେ ଯେମିତି କେଉଁଠି କିଛି କମ୍‌ ନ ରୁହେ ସେଥିପାଇଁ ମେଲୋଡ଼ି ପାର୍ଟି ଗୁଡ଼ିକ ଆଗୁଆ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏଥିପାଇଁ କଟକର ବିଭିନ୍ନ ମେଲୋଡ଼ି ପାର୍ଟିଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। କଟକର ବାଦାମବାଡ଼ି, ଦୋଳମୁଣ୍ଡାଇ, ପାଲାମଣ୍ଡପ ଆଦି ଅଞ୍ଚଳର ମେଲୋଡ଼ି ପାର୍ଟି ଗୁଡ଼ିକ ପକ୍ଷରୁ ଏଥିପାଇଁ ଅଭ୍ୟାସକୁ ଜୋରଦାର କରାଯାଇଛି।

ହାତରେ କମ୍‌ ସମୟ ଥିବାରୁ ଅଭ୍ୟାସ ପାଇଁ କଳାକାରମାନେ ଲାଗିପଡ଼ିଛନ୍ତି। ଚଳିତ ବଜାରରେ ହିନ୍ଦୀ ଗୀତ ଅପେକ୍ଷା ଓଡ଼ିଆ ଆଇଟମ୍‌ ଏବଂ ସମ୍ବଲପୁରୀ ଗୀତ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିପାରିବ ବୋଲି କଳାକାର ଆଶା ରଖିଛନ୍ତି। ସେହିପରି ଦର୍ଶକଙ୍କ ଅନୁରୋଧକୁ ଆଖି ଆଗରେ ରଖି ନୂଆ ନୂଆ ମନଛୁଆଁ ଗୀତ ସହିତ ଏଭର ଗ୍ରୀନ ଗୀତ ବି ଅଭ୍ୟାସ କରାଯାଉଛି।

https://youtu.be/FoN4RxIrSUw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story