ମିଡ୍‌-ଡେ ମିଲ୍ ଦର ୪୯ ପଇସା ବଢ଼ିଲା, ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଦେଉଥିବା ମିଡ୍‌-ଡେ ମିଲ୍ ଦରକୁ ସଂଶୋଧନ କରିଛନ୍ତି। ତେବେ ଏହି ସଂଶୋଧିତ ଦର ପିଛିଲା ଭାବେ ଏପ୍ରିଲ ପହିଲାରୁ ଲାଗୁ ହେବ। ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମିଲ୍ ଦରରେ ୪୯ ପଇସା ଓ ଉଚ୍ଚପ୍ରାଥମିକ ସ୍କୁଲ ପିଲାଙ୍କ ମିଲ୍ ଦରରେ ୬୪ ପଇସା ବୃଦ୍ଧି ହୋଇଛି। ମଧ୍ୟାହ୍ନ ଭୋଜନ(ମିଡ-ଡେ ମିଲ୍‌) କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ଆଜି ଏନେଇ ସମସ୍ତ […]

midday-meal

midday-meal

Manoranjan Sial
  • Published: Tuesday, 26 May 2020
  • Updated: 26 May 2020, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଦେଉଥିବା ମିଡ୍‌-ଡେ ମିଲ୍ ଦରକୁ ସଂଶୋଧନ କରିଛନ୍ତି। ତେବେ ଏହି ସଂଶୋଧିତ ଦର ପିଛିଲା ଭାବେ ଏପ୍ରିଲ ପହିଲାରୁ ଲାଗୁ ହେବ। ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମିଲ୍ ଦରରେ ୪୯ ପଇସା ଓ ଉଚ୍ଚପ୍ରାଥମିକ ସ୍କୁଲ ପିଲାଙ୍କ ମିଲ୍ ଦରରେ ୬୪ ପଇସା ବୃଦ୍ଧି ହୋଇଛି।

ମଧ୍ୟାହ୍ନ ଭୋଜନ(ମିଡ-ଡେ ମିଲ୍‌) କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ଆଜି ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ସୂଚନା ଅନୁସାରେ ପ୍ରାଥମିକ ସ୍କୁଲର ପିଲାଙ୍କ ଦୈନିକ ରାସନ୍ ବାବଦରେ ୪.୯୩ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏବେ ଏହାକୁ ୫.୪୨ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଉଚ୍ଚପ୍ରାଥମିକ ସ୍କୁଲର ପିଲାଙ୍କ ରାସନ ବାବଦରେ ଦୈନିକ ୭.୩୬ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏବେ ଏହାକୁ ୮.୧୦ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦର ୨୦୨୦ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ବଜାର ଦର ଓ ପନିପରିବା ଦରକୁ ଦୃଷ୍ଟିରେ ରଖି ଏହି ଦର ବୃଦ୍ଧି ହୋଇଥିବା ଶ୍ରୀ ସାହୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପରିଚାଳନା କର୍ତ୍ତୃପକ୍ଷ ଚାହିଁଲେ ମିଡଡେ ମିଲରେ ଖାଦ୍ୟ ମେନ୍ୟୁ ପ୍ରସ୍ତୁତ କରିପାରିବେ କିନ୍ତୁ ନିର୍ଦ୍ଧାରିତ ଖର୍ଚ୍ଚଠୁ ଏହା ଅଧିକ ହେବ ନାହିଁ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୩ଲକ୍ଷ ୭୭ହଜାର ୭୦୪ଜଣ ପିଲାଙ୍କୁ ରାଜ୍ୟ ସରକାର ଦୈନିକ ମିଡ୍‌-ଡେ ମିଲ୍ ଯୋଗାଉଛନ୍ତି। ସୋମବାର ଭାତ ଓ ଡାଲମା, ମଙ୍ଗଳବାର ଭାତ ଓ ସୋୟା ବଡ଼ି ତରକାର, ବୁଧବାର ଭାତ ଓ ଅଣ୍ଡା ତରକାର, ଗୁରୁବାର ଭାତ ଓ ଡାଲମା, ଶୁକ୍ରବାର ଭାତ ଓ ସୋୟା ବଡି ତରକାର ଏବଂ ଶନିବାର ଭାତ ଓ ଅଣ୍ଡା ତରକାରୀ ମଧ୍ୟାହ୍ନ ଭୋଜନରେ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story