'ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛି, ପରୀ ନ୍ୟାୟ ପାଉ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ ଜାରି ରଖିଛି SIT। ଏବେ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ଅରୁଣ ସାହୁ କହିଛନ୍ତି, ଭଗବାନ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରିଛି ଯେ ପରୀ ନ୍ୟାୟ ପାଉ। ଏହାସହ ପୀଡ଼ିତା ନ୍ୟାୟ ପାଇବା ସହ ସତ୍ୟ ଉନ୍ମୋଚନ ହେଉ ବୋଲି କହିଛନ୍ତି ଅରୁଣ ସାହୁ। ସୂଚନାଯୋଗ୍ୟ, ନୟାଗଡ଼ ନାବାଳିକା ହତ୍ୟା ଓ […]

arun-sahoo

arun-sahoo

Ranjit Kumar Jena
  • Published: Wednesday, 23 December 2020
  • Updated: 23 December 2020, 03:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ ଜାରି ରଖିଛି SIT। ଏବେ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ଅରୁଣ ସାହୁ କହିଛନ୍ତି, ଭଗବାନ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରିଛି ଯେ ପରୀ ନ୍ୟାୟ ପାଉ। ଏହାସହ ପୀଡ଼ିତା ନ୍ୟାୟ ପାଇବା ସହ ସତ୍ୟ ଉନ୍ମୋଚନ ହେଉ ବୋଲି କହିଛନ୍ତି ଅରୁଣ ସାହୁ।

ସୂଚନାଯୋଗ୍ୟ, ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ SIT ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ କରିବା ପରେ ଅଭିଯୁକ୍ତକୁ ତିନିଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତ କିପରି ନାବାଳିକାକୁ ହତ୍ୟା କରିଥିଲା, ସେ ନେଇ ମଙ୍ଗଳବାର SIT ମୁଖ୍ୟ ଅରୁଣ ବୋଥ୍ରା ବିସ୍ତୁତ ବିବରଣୀ ରଖିଥିଲେ। ଗତ ରାତିରେ ଗାଁ ପୋଖରୀକୁ ଶୁଖାଯାଇ ସେଥିରୁ ନାବାଳିକାର ଲେଗିଙ୍ଗସ୍ ମିଳିଥିଲା।

ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ମଧ୍ୟ ଉଠିଥିଲା। ମନ୍ତ୍ରୀଙ୍କର ଏକ ଅଡିଓ ଖୁବ୍ ଭାଇରାଲ୍ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହି ଅଡିଓକୁ ନେଇ କୌଣସି ତଦନ୍ତ ହୋଇନାହିଁ। ଯେଉଁଥିପାଇଁ ବିରୋଧୀ ସମେତ ଅନେକେ ଏହି ଭାଇରାଲ୍ ଅଡିଓକୁ ପ୍ରଶ୍ନ ଉଠାଇଥିବା ସହ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story