କୋଭିଡ୍‌ ନିୟମ ଭାଙ୍ଗିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାର ବେଳେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି। CEO ଓ SRCଙ୍କୁ ଫେରାଦ ହେଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେଡିର ଚତୁର୍ଥ ମନ୍ତ୍ରୀ ଭାବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଟକଣା ଭାଙ୍ଗିଛନ୍ତି। ହଜାରେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ବିଜୁ ଛାତ୍ର ସମ୍ମିଳନୀ କରାଯାଇଛି। ଲେଖାଶ୍ରୀ କହିଛନ୍ତି, କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ୨୦୦ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ। ଏ ନିୟମ ସରକାର କରିଛନ୍ତି। […]

minister

minister

Manoranjan Sial
  • Published: Friday, 23 October 2020
  • Updated: 23 October 2020, 04:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାର ବେଳେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି। CEO ଓ SRCଙ୍କୁ ଫେରାଦ ହେଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେଡିର ଚତୁର୍ଥ ମନ୍ତ୍ରୀ ଭାବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଟକଣା ଭାଙ୍ଗିଛନ୍ତି। ହଜାରେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ବିଜୁ ଛାତ୍ର ସମ୍ମିଳନୀ କରାଯାଇଛି।

ଲେଖାଶ୍ରୀ କହିଛନ୍ତି, କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ୨୦୦ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ। ଏ ନିୟମ ସରକାର କରିଛନ୍ତି। ସରକାରଙ୍କ ସେହି ନିୟମକୁ ତାଙ୍କ ମନ୍ତ୍ରୀମାନେ ଭାଙ୍ଗୁଛନ୍ତି। ତେଣୁ ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ ବୋଲି ଦାବି କଲେ ଲେଖାଶ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story