ମାମୁ ଘରକୁ ଯାଉଥିଲେ, ୫ ଜଣ ଟେକିନେଇ ଗଣ ଦୁଷ୍କର୍ମ

କେନ୍ଦୁଝର ( ପ୍ରଣୟ ପାଣି) :ପୁଣି ଲଜ୍ଜା। କେନ୍ଦୁଝର ଯୋଡ଼ା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଗୁରୁତର ନାବାଳିକାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଯୋଡ଼ା ଥାନା ପୁଲିସ୍ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ନାବାଳିକା ଜଣକ ତାଙ୍କ ସଂପର୍କୀୟଙ୍କ ସହ ମାମୁଘରକୁ ଯାଉଥିଲେ। ଅଧା ବାଟରେ ୫ ଜଣ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କ ସହ […]

sw-11

sw-11

Tapas Behera
  • Published: Tuesday, 25 June 2019
  • Updated: 25 June 2019, 06:53 PM IST

Sports

Latest News

କେନ୍ଦୁଝର ( ପ୍ରଣୟ ପାଣି) :ପୁଣି ଲଜ୍ଜା। କେନ୍ଦୁଝର ଯୋଡ଼ା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଗୁରୁତର ନାବାଳିକାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଯୋଡ଼ା ଥାନା ପୁଲିସ୍ ଅଟକ ରଖିଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ନାବାଳିକା ଜଣକ ତାଙ୍କ ସଂପର୍କୀୟଙ୍କ ସହ ମାମୁଘରକୁ ଯାଉଥିଲେ। ଅଧା ବାଟରେ ୫ ଜଣ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କ ସହ ଜଘନ୍ୟକାଣ୍ଡ ଭିଆଇ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ଛାଡ଼ି ପଲାଇଥିଲେ।

ଘଟଣା ବିଷୟରେ ସମ୍ପର୍କୀୟଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ପରିବାରଲୋକେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପରିବାରଲୋକେ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos