ମାମୁ ଘରେ କିରାସିନି ଢାଳି ଦେହରେ ନିଆଁ ଲଗାଇଦେଲା ଭାଣିଜୀ!

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମାମୁ ଘରେ ଭାଣିଜୀର ଆତ୍ମହତ୍ୟା! ଘରେ କେହି ନଥିବାର ସୁଯୋଗ ନେଇ କବାଟ କିଳି ନାବାଳିକା ଜଣକ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ନିରୂପମା ମହାନ୍ତି(୧୬) ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ସେଥିରେ ସେ ଫେଲ୍‌ ହୋଇଥିଲେ। ପରେ ସେ […]

minor girl immolates self for failing matric exam

Rakesh Mallick
  • Published: Friday, 27 July 2018
  • Updated: 27 July 2018, 06:55 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମାମୁ ଘରେ ଭାଣିଜୀର ଆତ୍ମହତ୍ୟା! ଘରେ କେହି ନଥିବାର ସୁଯୋଗ ନେଇ କବାଟ କିଳି ନାବାଳିକା ଜଣକ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ନିରୂପମା ମହାନ୍ତି(୧୬) ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ସେଥିରେ ସେ ଫେଲ୍‌ ହୋଇଥିଲେ। ପରେ ସେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ରାଉରକେଲା ପାୱାର ହାଉସ ରୋଡ୍‌ ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମାମୁ ଘରକୁ ଚାଲି ଯାଇଥିଲେ। ଦୀର୍ଘ ମାସେ ଧରି ନିରୂପମା ସେଠାରେ ରହୁଥିଲେ। କିଛି ଦିନ ତଳେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ବାହାରିଥିଲା। ଏଥିରେ ବି ସେ ଫେଲ୍‌ ହୋଇଥିଲେ। ଏହା ଜାଣିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଆଜି ଘରେ ମାମୁ ଓ ମାଇଁ ନଥିବାର ସୁଯୋଗ ନେଇ ନିରୂପମା ଭିତରୁ କବାଟ ବନ୍ଦ କରି ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story