ଶିଶୁକନ୍ୟା ନିର୍ଯାତନା ଘଟଣା: ସଇତାନ ପିଉସୀ ଗିରଫ

କଟକ: କଟକ ସିଡିଏରେ ୪ ବର୍ଷର ଝିଅକୁ ନିର୍ଯାତନା ଅଭିଯୋଗ ଘଟଣାରେ ପିଉସୀ ପ୍ରିୟା ମିଶ୍ରଙ୍କୁ ଗିରଫ କରିଛି ସିଡିଏ ଫେଜ୍-୨ ପୋଲିସ।  ଗିରଫ ପୂର୍ବରୁ ପିଉସୀ ନାଁରେ ମାମଲା ରୁଜୁ କରି ପଚରାଉଚରା କରୁଥିଲା ପୋଲିସ।  ଝିଅଟିକୁ ପିଉସୀ ଜଣକ ଝାଡୁରେ ନିସ୍ତୁକ ପିଟୁଥିବାର ଭିଡ଼ିଓ ଭାଇରାଲ ହେବା ପରେ  ଘଟଣା ପଦାକୁ ଆସିଥିଲା। ଝିଅଟିକୁ ଲୁଗା ସଫା କରିବାକୁ ମହିଳା ଜଣଙ୍କ ବାଧ୍ୟ କରୁଥିଲେ। ଏଥିରେ ସେ ରାଜି ନ ହେଲେ ନିର୍ଯାତନା ଦେଉଥିଲେ। […]

cuttack

cuttack

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 12:29 PM IST

Sports

Latest News

କଟକ: କଟକ ସିଡିଏରେ ୪ ବର୍ଷର ଝିଅକୁ ନିର୍ଯାତନା ଅଭିଯୋଗ ଘଟଣାରେ ପିଉସୀ ପ୍ରିୟା ମିଶ୍ରଙ୍କୁ ଗିରଫ କରିଛି ସିଡିଏ ଫେଜ୍-୨ ପୋଲିସ।  ଗିରଫ ପୂର୍ବରୁ ପିଉସୀ ନାଁରେ ମାମଲା ରୁଜୁ କରି ପଚରାଉଚରା କରୁଥିଲା ପୋଲିସ।  ଝିଅଟିକୁ ପିଉସୀ ଜଣକ ଝାଡୁରେ ନିସ୍ତୁକ ପିଟୁଥିବାର ଭିଡ଼ିଓ ଭାଇରାଲ ହେବା ପରେ  ଘଟଣା ପଦାକୁ ଆସିଥିଲା।

ଝିଅଟିକୁ ଲୁଗା ସଫା କରିବାକୁ ମହିଳା ଜଣଙ୍କ ବାଧ୍ୟ କରୁଥିଲେ। ଏଥିରେ ସେ ରାଜି ନ ହେଲେ ନିର୍ଯାତନା ଦେଉଥିଲେ। ଏହି ଦୃଶ୍ୟ କୌଣସି ବ୍ୟକ୍ତି ନିଜ ମୋବାଇଲରେ କ୍ୟାପଚର କରିବା ପରେ ସିଡବ୍ଲ୍ୟୁସିଙ୍କ ନିକଟରେ ଅଭିଯୋଗ କରିଥିବା କୁହାଯାଉଛି। ଏହାପରେ ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ।  ଶିଶୁ ଦେହରେ କ୍ଷତଚିହ୍ନ ଥିବା ବି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ-ଝିଅଟି, ନିଜ ପିଉସୀ ପ୍ରିୟାଙ୍କ ଘରେ ରହୁଥିଲା। ତା’ ବାପାମାଆ ଦିଲ୍ଲୀରେ ରହୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story