ଷଷ୍ଠଶ୍ରେଣୀ ଛାତ୍ରୀ ୮ମାସର ଗର୍ଭବତୀ: ଅଭିଯୁକ୍ତ ଗିରଫ

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ର ଜିଲ୍ଲାରେ ପୁଣି ଲଜ୍ଜା। ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା। ସମ୍ପୃକ୍ତ ନାବାଳିକା ଜଣକ ୮ ମାସର ଗର୍ଭବତୀ ହୋଇଛନ୍ତି। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ସେ ହେଲେ ଜୋନ୍ ପାଉଲ କେର୍କେଟା। ଘଟଣାଟି ଘଟିଛି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ଥାନା ଅଞ୍ଚଳରେ। ଥାନାରେ ଅଭିଯୋଗ ଅନୁଯାୟୀ ନାବାଳିକା ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ତେବେ ତାଙ୍କୁ ଅନେକ ସମୟରେ ଧମକଚମକ ଓ ବିବାହ […]

578-1-750x430

578-1-750x430

Tapas Behera
  • Published: Thursday, 19 March 2020
  • Updated: 19 March 2020, 05:14 PM IST

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ର ଜିଲ୍ଲାରେ ପୁଣି ଲଜ୍ଜା। ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା। ସମ୍ପୃକ୍ତ ନାବାଳିକା ଜଣକ ୮ ମାସର ଗର୍ଭବତୀ ହୋଇଛନ୍ତି। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ସେ ହେଲେ ଜୋନ୍ ପାଉଲ କେର୍କେଟା।

ଘଟଣାଟି ଘଟିଛି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ଥାନା ଅଞ୍ଚଳରେ। ଥାନାରେ ଅଭିଯୋଗ ଅନୁଯାୟୀ ନାବାଳିକା ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ତେବେ ତାଙ୍କୁ ଅନେକ ସମୟରେ ଧମକଚମକ ଓ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ ସମ୍ପୃକ୍ତ ଅଭିଯୁକ୍ତ। ଏ କଥା  ବାହାରେ ପ୍ରଘଟ କଲେ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରି ଦେବ ବୋଲି ଧମକ ଦେଇଥିଲେ। କିଛି ଦିନ ଯିବାରୁ ନାବାଳିକାଙ୍କ ଦେହ ଖରାପ ଥିବା ଦେଖି ତାଙ୍କ ମା’ ଆଶା ଦିଦିଙ୍କୁ ଜଣାଇଥିଲେ। ସେ ଆଇଜିଏଚ୍‌ରେ ଦେଖାଇଥିଲେ। ଡାକ୍ତରୀ ରିପୋର୍ଟରେ ସେ  ଆଠ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା।

 ଏନେଇ ଗ୍ରାମରେ ଏକ ବୈଠକ ବସିଥିଲା। ଜୋନ୍ ପାଉଲକୁ ସଭା ମଧ୍ୟକୁ ଡକାଇ ପଚରା ଯିବାରୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଏ ଛୁଆ ମୋର ନୁହେଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଥିଲା। ପରେ ବାଧ୍ୟ ହୋଇ ପୀଡ଼ିତା ଜୋନ୍ ପାଉଲ କେର୍କେଟା ( ୩୬ ) ନାମରେ ରାଏବୋଗା ଥାନାରେ ଅଭିଯୋଗ କରିଥିଲେ। ବୀରମିତ୍ରପୁର ଏସଡିପିଓ ନିବେଦିତା ସୋରେନ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story