ଏସ୍‌ପିଙ୍କ ଅଫିସ୍ ସମ୍ମୁଖ ସୁନା ଦୋକାନରେ କଳାକନା ବୁଲାଇଲେ ଅପରାଧୀ

କେନ୍ଦୁଝର(ପ୍ରଣୟ କୁମାର ପାଣି): ଏସ୍‌ପିଙ୍କ ଅଫିସ୍ ସମ୍ମୁଖ ସୁନା ଦୋକାନରେ କଳାକନା ବୁଲାଇଲେ ଅପରାଧୀ। ଜୁଏଲାରୀ ଦୋକାନର କାନ୍ଥ କାଟି ସୁନାଗହଣା ଲୁଟ୍ ହୋଇଛି। ଏଭଳି କାଣ୍ଡ ଘଟାଇ କେନ୍ଦୁଝର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ସୂଚନା ମୁତାବକ, ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରେ ରହିଛି ସାଇରାମ ଜୁଏଲର୍ସ। ଗତକାଲି ବିଳମ୍ବିତ ରାତିରେ ଏହି ଜୁଏଲାରୀ ଦୋକାନର କାନ୍ଥକୁ କାଟି ଅପରାଧୀମାନେ ପ୍ରାୟ ଅଧ କେଜି ସୁନା ଓ ୫ କେଜି ରୁପା ନେଇ ପଳାଇଛନ୍ତି। ଏନେଇ […]

loot

loot

Niranjan Mishra
  • Published: Wednesday, 19 October 2022
  • Updated: 19 October 2022, 06:34 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): ଏସ୍‌ପିଙ୍କ ଅଫିସ୍ ସମ୍ମୁଖ ସୁନା ଦୋକାନରେ କଳାକନା ବୁଲାଇଲେ ଅପରାଧୀ। ଜୁଏଲାରୀ ଦୋକାନର କାନ୍ଥ କାଟି ସୁନାଗହଣା ଲୁଟ୍ ହୋଇଛି। ଏଭଳି କାଣ୍ଡ ଘଟାଇ କେନ୍ଦୁଝର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ସୂଚନା ମୁତାବକ, ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରେ ରହିଛି ସାଇରାମ ଜୁଏଲର୍ସ। ଗତକାଲି ବିଳମ୍ବିତ ରାତିରେ ଏହି ଜୁଏଲାରୀ ଦୋକାନର କାନ୍ଥକୁ କାଟି ଅପରାଧୀମାନେ ପ୍ରାୟ ଅଧ କେଜି ସୁନା ଓ ୫ କେଜି ରୁପା ନେଇ ପଳାଇଛନ୍ତି। ଏନେଇ ଏତଲା କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଦୋକାନର ମ୍ୟାନେଜର ପ୍ରଦୀପ ମଣ୍ଡଳ କହିଛନ୍ତି, ଗତକାଲି ରାତିରେ ଦୋକାନ ବନ୍ଦ କରି ଯିବା ପରେ ଏହି ଘଟଣା ଘଟିଛି। ଆଜି ସକାଳେ ଦୋକାନ ଖୋଲିବା ପରେ ଏହା ଜଣାପଡ଼ିଥିଲା। ଦୋକାନ ଭିତରେ ଥିବା ୱାକସର୍ପ ପାର୍ଶ୍ୱ କାନ୍ଥକୁ ଦୁର୍ବୃତ୍ତମାନେ କାଟି ଗଳା ବାଟ କରିବା ପରେ ଭିତରକୁ ଆସି କଳାକନା ବୁଲାଇଛନ୍ତି। ଦୋକାନରେ ଥିବା ସବୁ ସୁନା, ରୁପା ଓ ଟଙ୍କା ପଇସା ନେଇ ପଳାଇଛନ୍ତି। ଏସ୍‌ପିଙ୍କ ଅଫିସ୍‌ ନିକଟରେ ଏଭଳି କାଣ୍ଡ ଘଟିବା ଆଇନଶୃଙ୍ଖଳା ଉପରେ ଆଙ୍ଗୁଳି ଉଠାଇଛି।

ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story