ଏନ୍‌ଏଚ୍‌ରେ ଯୁବତୀଙ୍କୁ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା (ବଳରାମ ଲେଙ୍କା) : ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏପରି ଅଭିଯୋଗ ଖୋର୍ଦ୍ଧାରୁ ଆସିଛି। ଅଗ୍ନିଶମ କର୍ମଚାରୀମାନେ ଯୁବତୀଙ୍କ ପିଏନ୍ କଲେଜ ସମ୍ମୁଖ ଜାତୀୟ ରାଜପଥରୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଯୁବତୀଙ୍କ ସହ ଖରାପ କାମ ହୋଇଥିବା ସେ କହିଛନ୍ତି। ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ ଏପରି ଅବସ୍ଥାରେ ଫିଙ୍ଗି ଦେଇଥିବା ଯୁବକଙ୍କ ସମ୍ପର୍କରେ କିଛି […]

rape victim

rape victim

Manoranjan Sial
  • Published: Wednesday, 06 November 2019
  • Updated: 06 November 2019, 10:36 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା) : ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏପରି ଅଭିଯୋଗ ଖୋର୍ଦ୍ଧାରୁ ଆସିଛି। ଅଗ୍ନିଶମ କର୍ମଚାରୀମାନେ ଯୁବତୀଙ୍କ ପିଏନ୍ କଲେଜ ସମ୍ମୁଖ ଜାତୀୟ ରାଜପଥରୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଯୁବତୀଙ୍କ ସହ ଖରାପ କାମ ହୋଇଥିବା ସେ କହିଛନ୍ତି।

ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ ଏପରି ଅବସ୍ଥାରେ ଫିଙ୍ଗି ଦେଇଥିବା ଯୁବକଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରିନି। ସେପଟେ ଖୋର୍ଦ୍ଧା ଏସ୍‌ପି ମେଡିକାଲ୍‌ରେ ପହଞ୍ଚି ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଘଟଣା ସମ୍ପର୍କରେ ତାଙ୍କୁ ପଚରା ଉଚରା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos