ବିଧାୟକ ପାଣ୍ଠିରୁ ହେବ କରୋନା ମୁକାବିଲା ପାଇଁ ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ନିଜର ହାତପାଣ୍ଠି(ଏମଏଲଏ ଲ୍ୟାଡ୍‌)କୁ ଖର୍ଚ୍ଚ କରିବାରେ ସକ୍ଷମ ହୋଇନଥିବା ରାଜ୍ୟର ବିଧାୟକମାନେ ଏଣିକି କରୋନା ମୁକାବିଲା ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ। ଏମଏଲଏ ଲ୍ୟାଡ୍ ନିୟମ-୧୯୯୭ରେ ଆବଶ୍ୟକ ସଂଶୋଧନକୁ ସରକାର ଅନୁମୋଦନ କରିବାପରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଗାଇଡଲାଇନ୍ ଜାରି ହୋଇଛି। ସୂଚନା ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୩ମାସରେ ବିଧାୟକମାନଙ୍କ ପାଣ୍ଠିରୁ ମାତ୍ର ୫୦ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ପାଇଁ […]

corona-11

corona-11

Manoranjan Sial
  • Published: Wednesday, 24 June 2020
  • Updated: 24 June 2020, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ନିଜର ହାତପାଣ୍ଠି(ଏମଏଲଏ ଲ୍ୟାଡ୍‌)କୁ ଖର୍ଚ୍ଚ କରିବାରେ ସକ୍ଷମ ହୋଇନଥିବା ରାଜ୍ୟର ବିଧାୟକମାନେ ଏଣିକି କରୋନା ମୁକାବିଲା ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ। ଏମଏଲଏ ଲ୍ୟାଡ୍ ନିୟମ-୧୯୯୭ରେ ଆବଶ୍ୟକ ସଂଶୋଧନକୁ ସରକାର ଅନୁମୋଦନ କରିବାପରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଗାଇଡଲାଇନ୍ ଜାରି ହୋଇଛି।

ସୂଚନା ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୩ମାସରେ ବିଧାୟକମାନଙ୍କ ପାଣ୍ଠିରୁ ମାତ୍ର ୫୦ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ପାଇଁ ବିଧାୟକମାନଙ୍କୁ ଅନୁମତି ଦିଆଯାଇଥିଲା। କିନ୍ତୁ ଏବେ ରାଜ୍ୟବ୍ୟାପୀ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବିଧାୟକ ପାଣ୍ଠି (ଏମଏଲଏ ଲ୍ୟାଡ) ଖର୍ଚ୍ଚକୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗର ଗାଇଡଲାଇନ୍ ଅନୁସାରେ ବିଧାୟକ ପାଣ୍ଠିରୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରେ ନିଯୁକ୍ତି ଦେଇପାରିବେ। ଏସବୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରର ଭିତ୍ତିଭୂମି ନିର୍ମାଣ, କରୋନା ରୋଗୀଙ୍କ ପରିବହନ ନିମନ୍ତେ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ିଭଡ଼ାକୁ ମଧ୍ୟ ବିଧାୟକ ପାଣ୍ଠିରୁ ଭରଣା କରାଯାଇପାରିବ। ଟିଏମସିରେ ରୋଗୀଙ୍କୁ ଖାଦ୍ୟ, ପାନୀୟ ଜଳ ଆଦି ସହ ଅନ୍ୟାନ୍ୟ ବ୍ୟବସ୍ଥା ନିମନ୍ତେ ଆବଶ୍ୟକ ଖର୍ଚ୍ଚ ମଧ୍ୟ ବିଧାୟକ ପାଣ୍ଠିରୁ ବହନ କରାଯାଇପାରିବ।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ଜିଲ୍ଲାପାଳମାନଙ୍କୁ ବିଧାୟକଙ୍କ ହାତପାଣ୍ଠି କିଭଳି ଖର୍ଚ୍ଚ ହେବ ସେନେଇ ଆବଶ୍ୟକ ଗାଇଡଲାଇନ୍ ଜାରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story