ରାଜଧାନୀରେ ବିଧାୟକଙ୍କ କ୍ୱାର୍ଟର୍ସରେ ବୁଲିଲା ବୁଲଡୋଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏମ୍ଏଲ୍ଏ କ୍ୱାର୍ଟର୍ସରେ ବୁଲିଲା ବୁଲଡୋଜର। ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ନିକଟରେ ଥିବା ଏମ୍ଏଲ୍ଏ କ୍ୱାର୍ଟର୍ସ ଉଚ୍ଛେଦ ପ୍ରକ୍ରିୟା । ଗୋଟିଏ କ୍ୱାର୍ଟର୍ସର କିଛି ଅଂଶ ଆଜି ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪୨ଟି କ୍ୱାର୍ଟର୍ସ ଚିହ୍ନଟ କରାଯାଇଛି।  ତା’ମଧ୍ୟରୁ ୨୩ଟି ଖାଲି ଅଛି। ତେଣୁ ଖାଲିଥିବା ୨୩ଟି କ୍ୱାର୍ଟର୍ସ ପ୍ରଥମେ ଭଙ୍ଗାଯିବ।   ଏଥିପାଇଁ କ୍ୱାର୍ଟର୍ସରେ ଥିବା ପାଣି ଓ ବିଜୁଳି ସଂଯୋଗ କାଟିବା ପ୍ରକ୍ରିୟା ଚାଲିଛି । ବିଧାନସଭା ନିକଟରେ ୨୦ ଏକର […]

c-987

c-987

Tapas Behera
  • Published: Wednesday, 11 December 2019
  • Updated: 11 December 2019, 06:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏମ୍ଏଲ୍ଏ କ୍ୱାର୍ଟର୍ସରେ ବୁଲିଲା ବୁଲଡୋଜରଜିଠାରୁ ରମ୍ଭ ହୋଇଛି ବିଧାନସଭା ନିକଟରେ ଥିବା ଏମ୍ଏଲ୍ଏ କ୍ୱାର୍ଟର୍ସ ଉଚ୍ଛେଦ ପ୍ରକ୍ରିୟା ଗୋଟିଏ କ୍ୱାର୍ଟର୍ସର କିଛି ଅଂଶ ଜି ଉଚ୍ଛେଦ କରାଯାଇଛି ପ୍ରଥମ ପର୍ଯ୍ୟାୟରେ ୪୨ଟି କ୍ୱାର୍ଟର୍ସ ଚିହ୍ନଟ କରାଯାଇଛି  ତାମଧ୍ୟରୁ ୨୩ଟି ଖାଲି ଅଛି ତେଣୁ ଖାଲିଥିବା ୨୩ଟି କ୍ୱାର୍ଟର୍ସ ପ୍ରଥମେ ଭଙ୍ଗାଯିବ

 

ଏଥିପାଇଁ କ୍ୱାର୍ଟର୍ସରେ ଥିବା ପାଣି ଓ ବିଜୁଳି ସଂଯୋଗ କାଟିବା ପ୍ରକ୍ରିୟା ଚାଲିଛି ବିଧାନସଭା ନିକଟରେ ୨୦ ଏକର ଜମି ଉପରେ ୭୨ଟି କ୍ୱାର୍ଟର୍ସ ରହିଛି ଏଥିରୁ ୧୨ ଏକର ଜମି ଉପରେ ବିଧାୟକଙ୍କ ରହିବା ପାଇଁ ୮ଟି ବ୍ଲକ ବିଶିଷ୍ଟ ପାର୍ଟମେଣ୍ଟ ନିର୍ମାଣ ହେବପୂର୍ବରୁ ଘର ଖାଲି କରିବାକୁ ବିଧାୟକମାନଙ୍କୁ ବାଚସ୍ପତି ନୋଟିସ ଜାରି କରିଥିଲେ ତେବେ ନୋଟିସ ସତ୍ତ୍ୱେ ଏବେ ବି ବହୁ ବିଧାୟକ ଘର ଖାଲି କରିନଥିବା ସୂଚନା ମିଳିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos