ଭୋଟରଙ୍କୁ ବଣ୍ଟା ଯାଉଛି ଟଙ୍କା, ପୁଲିସ ଏସ୍‌ଡିପିଓ ଓ ଆଇଆଇସି ଅଟକ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଖୋଲାଖୋଲି ଟଙ୍କା ବଣ୍ଟା ଅଭିଯୋଗ। ପୁଣି SHG ଗ୍ରୁପ୍ ଜରିଆରେ ବିଜେଡି ଟଙ୍କା ବାଣ୍ଚୁଥିବା ଅଭିଯୋଗ। ଧାମନଗର ବ୍ଲକ୍ ଖଡ଼ିପଦାରେ ଆଜି SHGର ଏକ ବୈଠକ ଡକାଯାଇ ପ୍ରତି ଗ୍ରୁପ ପାଇଁ ୪ ହଜାର ଲେଖାଏଁ ଟଙ୍କା ବଣ୍ଟା ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପ୍ରତି ଗ୍ରୁପ୍‌କୁ ଏହି ଟଙ୍କା ଦିଆଯାଇ ଶଙ୍ଖ ଚିହ୍ନରେ ମୋହର ମାରିବାକୁ ଗ୍ରୁପ ସଦସ୍ୟଙ୍କୁ କୁହାଯାଇଥିବା କିଛି ମହିଳା ଅଭିଯୋଗ କରିଛନ୍ତି। […]

police

police

Niranjan Mishra
  • Published: Sunday, 30 October 2022
  • Updated: 30 October 2022, 09:51 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଖୋଲାଖୋଲି ଟଙ୍କା ବଣ୍ଟା ଅଭିଯୋଗ। ପୁଣି SHG ଗ୍ରୁପ୍ ଜରିଆରେ ବିଜେଡି ଟଙ୍କା ବାଣ୍ଚୁଥିବା ଅଭିଯୋଗ। ଧାମନଗର ବ୍ଲକ୍ ଖଡ଼ିପଦାରେ ଆଜି SHGର ଏକ ବୈଠକ ଡକାଯାଇ ପ୍ରତି ଗ୍ରୁପ ପାଇଁ ୪ ହଜାର ଲେଖାଏଁ ଟଙ୍କା ବଣ୍ଟା ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପ୍ରତି ଗ୍ରୁପ୍‌କୁ ଏହି ଟଙ୍କା ଦିଆଯାଇ ଶଙ୍ଖ ଚିହ୍ନରେ ମୋହର ମାରିବାକୁ ଗ୍ରୁପ ସଦସ୍ୟଙ୍କୁ କୁହାଯାଇଥିବା କିଛି ମହିଳା ଅଭିଯୋଗ କରିଛନ୍ତି।

ମହିଳା ଗ୍ରୁପ୍ ସଦସ୍ୟଙ୍କୁ ଏନଭଲପ ଭିତରେ ଟଙ୍କା ପୂରାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଧାମନଗରରେ SHG ଜରିଆରେ ଟଙ୍କା ବଣ୍ଟାର ଏକାଧିକ ଅଭିଯୋଗ ସାମ୍ନାକୁ ଆସୁଛି। ସେପଟେ ଧାମନଗରରେ ବିଜେଡିର ଟଙ୍କା ବଣ୍ଟା ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ। ସେ କହିଛନ୍ତି, ଏସ୍‌ଏଚ୍‌ଜି ମହିଳାମାନେ ବିଜେଡି ସହ ଅଛନ୍ତି। ଟଙ୍କା ବଣ୍ଟାଯିବା ଅଭିଯୋଗ ଭିତ୍ତିହୀନ।

[caption id="attachment_777912" align="aligncenter" width="650"] ଭୋଟ ଦେବା ପାଇଁ ଏସ୍‌ଏଚ୍‌ଜି ମହିଳାଙ୍କୁ ଟଙ୍କା ବଣ୍ଟା ଯାଇଛି। ଯାହାକୁ ସେମାନେ ଦେଖାଉଛନ୍ତି।[/caption]

ସେପଟେ ଆଜି ସନ୍ଧ୍ୟାରେ ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟା ଅଭିଯୋଗରେ ପୁଲିସ ଅଟକ। କରଦା ପଞ୍ଚାୟତ ଅଲ୍ଲୀନଗରରେ ସରପଞ୍ଚଙ୍କ ପ୍ରତିନିଧି ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ଉତ୍ତେଜନା ଦେଖାଦେଇଛି। ଏହି ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଧାମନଗର SDPO, IICଙ୍କ ସମେତ ୮ ପୁଲିସ କର୍ମଚାରୀ ଅଟକ।

ଲୋକେ ନଗଦ ଟଙ୍କା ସହ ଏହି ସରପଞ୍ଚ ପ୍ରତିନିଧିଙ୍କୁ ଅଟକ ରଖିଥିବା ବେଳେ ଏସ୍‌ଡିପିଓ ପହଞ୍ଚି ଘଟଣାର ତଦନ୍ତ ନ କରି ଓଲଟା ଅଭିଯୁକ୍ତଙ୍କୁ ଘଟଣା ସ୍ଥଳରୁ ଖସାଇ ଦେଇଥିଲେ। ଏଭଳି ଅଭିଯୋଗ କରି ଗ୍ରାମବାସୀ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଲୋକେ ଅଟକ ରଖିଛନ୍ତି। ବିଜେଡିର ହାତ ବାରିସୀ ହୋଇ ପୁଲିସ କାମ କରୁଥିବା ଅଭିଯୋଗ ହୋଇଛି।

ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ଗାଁରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି।

[caption id="attachment_777908" align="aligncenter" width="650"] ଲୋକେ ଜବତ କରିଥିବା ଟଙ୍କା ଓ ଅଟକ ସରପଞ୍ଚ ପ୍ରତିନିଧି।[/caption]

ତେବେ ଏଭଳି ଘଟଣା ବିଜେପିର ଏକ ଚାଲ ବୋଲି କହିଛନ୍ତି ସମ୍ପୃକ୍ତ ସରପଞ୍ଚ ପ୍ରତିନିଧି। ସେ ତାଙ୍କ ସମ୍ପର୍କିୟଙ୍କ ଘରକୁ ଏକ କାମରେ ଆସିଥିବା ବେଳେ ଏଭଳି ଘଟଣା ଘଟିଛି। ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story