ମୁଦ୍ରା ଋଣ କରାଇଦେବା ନାଁରେ ଟଙ୍କା ଆଦାୟ କଲେ, ଏଲ୍‌ଆଇସିରେ ଜମା କଲେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମୁଦ୍ରା ଋଣ କରାଇ ଦେବା ନାଁରେ ଗରିବ ଓ ଖଟିକିଆ ଅପାଠୁଆଙ୍କଠାରୁ ଆଦାୟ ହୋଇଥିଲା ଟଙ୍କା। ପରବର୍ତ୍ତୀ ସମୟରେ ସେହି ଟଙ୍କାକୁ ଏଲ୍‌ଆଇସିରେ ଜମା କରାଯାଇଛି। ନିଜର ବର୍ଷକର ଟାର୍ଗେଟ ପୂରଣ କରିବାକୁ ଯାଇ ବ୍ୟାଙ୍କ ଅଫ୍‌ ବରୋଦା ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ଏପରି କାମ କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଉକ୍ତ ଗ୍ରାହକ ସେବା କେନ୍ଦ୍ରକୁ ସିଲ୍‌ କରିଦିଆଯାଇଛି। ଉମରକୋଟ ଚିକଲପଦରେ ବ୍ୟାଙ୍କ ଅଫ୍‌ […]

Mudra Loan

Mudra Loan

Manoranjan Sial
  • Published: Saturday, 24 July 2021
  • Updated: 24 July 2021, 05:35 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମୁଦ୍ରା ଋଣ କରାଇ ଦେବା ନାଁରେ ଗରିବ ଓ ଖଟିକିଆ ଅପାଠୁଆଙ୍କଠାରୁ ଆଦାୟ ହୋଇଥିଲା ଟଙ୍କା। ପରବର୍ତ୍ତୀ ସମୟରେ ସେହି ଟଙ୍କାକୁ ଏଲ୍‌ଆଇସିରେ ଜମା କରାଯାଇଛି। ନିଜର ବର୍ଷକର ଟାର୍ଗେଟ ପୂରଣ କରିବାକୁ ଯାଇ ବ୍ୟାଙ୍କ ଅଫ୍‌ ବରୋଦା ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ଏପରି କାମ କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଉକ୍ତ ଗ୍ରାହକ ସେବା କେନ୍ଦ୍ରକୁ ସିଲ୍‌ କରିଦିଆଯାଇଛି।

ଉମରକୋଟ ଚିକଲପଦରେ ବ୍ୟାଙ୍କ ଅଫ୍‌ ବରୋଦାର ଏକ ଗ୍ରାହକ ସେବା କେନ୍ଦ୍ର ରହିଛି। ଏହି ସେବା କେନ୍ଦ୍ରର ମୁଖ୍ୟ ହେଉଛନ୍ତି ପୁନିନ୍ଦ୍ର ହାଜ୍ରା। ତାଙ୍କ ଗ୍ରାହକ ସେବା କେନ୍ଦ୍ରରେ ଗ୍ରାମାଞ୍ଚଳର ଲୋକମାନେ ଟଙ୍କା ଉଠାଣ ଓ  ଜମା କରନ୍ତି। ହେଲେ ପୁନିନ୍ଦ୍ର ହାତ୍ରା ଗ୍ରାମାଞ୍ଚଳ ମୁର୍ଖ ଲୋକଙ୍କୁ ମୁଦ୍ରା ଋଣର ପ୍ରଲୋଭନ ଦେଖାଇଥିଲେ। ଆଧାର କାର୍ଡ଼, ଜମି ପଟା ଓ ଭୋଟର ପରିଚୟପତ୍ର ସହିତ ୩୦୦୦ ଟଙ୍କା ଦେଲେ ମୁଦ୍ରା ଋଣ ମିଳିବ ବୋଲି ପୁନିନ୍ଦ୍ର ହାତ୍ରା କହିଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ଗ୍ରାହକ ସେବାକେନ୍ଦ୍ରର ଗ୍ରାହକମାନେ ଟଙ୍କା ସହ କାଗଜପତ୍ର ଦେଇଥିଲେ। ଋଣ ମିଳିବ ଭାବି କିଏ ଧାନ ବିକି ତ ଆଉ କିଏ ଛେଳି, ମେଣ୍ଢା, ଗୋରୁ ବିକି ଜମା କରିଥିଲେ। ଆଉ କିଏ କୁଲି ମଜୁରି ଲାଗି ସଞ୍ଚୟ କରି ରଖିଥିବା ଅର୍ଥ ଜମା କରିଥିଲେ। ଟଙ୍କା ଜମା କରିବାକୁ ଦୁଇ ମାସରୁ ଅଧିକ ସମୟ ବିତିଲା। ହେଲେ ସେମାନଙ୍କୁ ଗୋଟିଏ ରସିଦ୍‌ ଛଡ଼ା ଆଉ କିଛି ମିଳିନଥିଲା।

ଟଙ୍କା ଦେବାର ଦୁଇ ମାସରୁ ଅଧିକ ସମୟ ବିତିଲା। ହେଲେ ସେମାନଙ୍କୁ ମୁଦ୍ରା ଋଣ ମିଳିଲା ନାହିଁ। ଏହା ପରେ ମୁଦ୍ରା ଋଣ ପାଇଁ ଆବେଦନ କରିଥିବା ଲୋକମାନେ ଓଡ଼ିଶା ରିପୋର୍ଟର ପ୍ରତିନିଧିଙ୍କୁ ପୂରା ଘଟଣା କହିଥିଲେ। ଏପରିକି ଗ୍ରାହକ ସେବା କେନ୍ଦ୍ର ମୁଖ୍ୟ ପୁନିନ୍ଦ୍ର ହାତ୍ରା ଦେଇଥିବା ରସିଦ୍‌ ଦେଖାଇଥିଲେ। ଲୋକଙ୍କୁ ଦିଆଯାଇଥିବା ରସିଦ୍‌ଟି ଏଲ୍‌ଆଇସିର ବୋଲି ଜଣାପଡ଼ିଥିଲା। ପରେ ଜଣାପଡ଼ିଲା ମୁଦ୍ର ଋଣ ନାଁରେ ଆଦାୟ ହୋଇଥିବା ଟଙ୍କାକୁ ଏଏଲ୍‌ଆଇସି ଜମା କରାଯାଇଛି। ଯଦି ସେହି ଟଙ୍କା ଏଲ୍‌ଆଇସିରେ ଜମା ହୋଇଛି, ତାହାହେଲେ ମୁଦ୍ରା ଋଣ ମିଳିବ କେମିତି?

ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କ ଅଫ୍‌ ବରୋଦା ଗ୍ରାହକ ସେବାକେନ୍ଦ୍ରର ମୁଖ୍ୟ ପୁନିନ୍ଦ୍ର ହାତ୍ରା ଜଣେ ଏଲ୍‌ଆଇସି ଏଜେଣ୍ଟ। ସେ ବର୍ଷର ଟାର୍ଗେଟ ପୂରଣ କରିବାକୁ ଯାଇ ମୁର୍ଖ ନିରୀହ ଆଦିବାସୀଙ୍କୁ ପାଠ ପଢ଼ାଇଛି। ମୁଦ୍ର ଋଣ କରାଇଦେବା ନାଁରେ ଟଙ୍କା ଆଦାୟ କରି ଏଏଲ୍‌ଆଇସିରେ ଜମା କରିଛନ୍ତି। ଏବେ ଲୋକମାନେ ନାନା ଅସୁବିଧାରେ ପଡ଼ୁଛନ୍ତି।

ପୁନିନ୍ଦ୍ର ହାତ୍ରାଙ୍କ ଜାଲରେ ନୂଆପାରା, ଗାନ୍ଧିନଗର, ତାରାଗାଁ, କସୁମପୁର, ତୁରୁଡିହି, ଜାଡ଼ାପାରା ସହ ରାଇଘର ଓ ଉମରକୋଟ ବ୍ଲକର ଶତାଧିକ ବ୍ୟାଙ୍କ ଗ୍ରାହକ ପଡ଼ିଛନ୍ତି। ସେମାନଙ୍କ ଭିରୁ ଜଣେ ହେଉଛନ୍ତି ନୂଆଗାଁର ସୁନ୍ତିଳା ଗଣ୍ଡ। ସେ ମୁଦ୍ର ଋଣ ପାଇବା ଆଶାରେ ନିଜର, ନିଜ ସ୍ୱାମ, ଦିଅର ଓ ଜାଆଙ୍କ ନାଁରେ ଆବେଦନ କରିଥିଲେ। ଏଥିପାଇଁ ଜଣକା ୩୦୦୦ ଟଙ୍କା ଲେଖାଏଁ ୧୨,୦୦୦ ଟଙ୍କା ଦେଇଥିଲେ। ପୂରା ପରିବାର କାମଦାମ କରି ଯାହା ସଞ୍ଚୟ କରି ରଖିଥିଲେ, ସବୁ ଟଙ୍କା ଦେଇଥିଲେ। ଏବେ କେମିତି ଚଳିବେ, ସେହି ଚିନ୍ତାରେ ପୂରା ପରିବାର।

ଉମରକୋଟ ବ୍ୟାଙ୍କ ଅଫ ବରୋଦାର ଶାଖା ପରିଚାଳକ ମାନସ କୁମାର ବେହେରା କହିଛନ୍ତି-“ଗ୍ରାହକ ସେବା କେନ୍ଦ୍ରରେ କେବଳ ଟଙ୍କା ଉଠାଣ ଓ ଜମା କରିହେବ। ତାହା ପୁଣି ୧୦ ହଜାର ଟଙ୍କା ଭିତରେ। ଏହାଛଡ଼ା ଅନ୍ୟ କୌଣସି କାମ ସେଠାରେ ହୋଇପାରିବ ନାହିଁ। ଋଣ ଦେଣ ଓ ନେଣ କାମ ହୋଇପାରିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story