ବ୍ୟବହାର ହୋଇନି ନିର୍ଦ୍ଦିଷ୍ଟ ଚେକ୍, ଉଠି ଯାଇଛି ଟଙ୍କା

ଆସିକା(ମନୋଜ ମୁନୀ): ବ୍ୟବହାର ହୋଇନି ବ୍ୟାଙ୍କ ଚେକ୍। ନିଦ୍ଦିଷ୍ଟ ନମ୍ବର ଥିବା ଚେକ୍ ବ୍ୟାଙ୍କ ଖାତାଧାରୀଙ୍କ ପାଖରେ ସୁରକ୍ଷିତ ଅଛି। ହେଲେ ଚେକ୍‌ ବ୍ୟବହାର ହୋଇ ବ୍ୟାଙ୍କ ଖାତାରୁ ଉଠାଇ ନିଆଯାଇଛି ୮ ହଜାରରୁ ଅଧିକ ଟଙ୍କା। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଭଗବାନ ଜେନା। ଅଭିଯୋଗ ମୁତାବକ, ଆସିକାରେ ଥିବା ଏକ ରାଷ୍ଟ୍ରାୟାତ ଘରୋଇ ବ୍ୟାଙ୍କରେ ରହିଛି ତାଙ୍କର ଜମା ଖାତା। ଉକ୍ତ ଜମା ଖାତାରୁ ଟଙ୍କା ଉଠାଇବା ନିମନ୍ତେ […]

account-holder

account-holder

Niranjan Mishra
  • Published: Monday, 05 December 2022
  • Updated: 05 December 2022, 05:35 PM IST

Sports

Latest News

ଆସିକା(ମନୋଜ ମୁନୀ): ବ୍ୟବହାର ହୋଇନି ବ୍ୟାଙ୍କ ଚେକ୍। ନିଦ୍ଦିଷ୍ଟ ନମ୍ବର ଥିବା ଚେକ୍ ବ୍ୟାଙ୍କ ଖାତାଧାରୀଙ୍କ ପାଖରେ ସୁରକ୍ଷିତ ଅଛି। ହେଲେ ଚେକ୍‌ ବ୍ୟବହାର ହୋଇ ବ୍ୟାଙ୍କ ଖାତାରୁ ଉଠାଇ ନିଆଯାଇଛି ୮ ହଜାରରୁ ଅଧିକ ଟଙ୍କା। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଭଗବାନ ଜେନା।

ଅଭିଯୋଗ ମୁତାବକ, ଆସିକାରେ ଥିବା ଏକ ରାଷ୍ଟ୍ରାୟାତ ଘରୋଇ ବ୍ୟାଙ୍କରେ ରହିଛି ତାଙ୍କର ଜମା ଖାତା। ଉକ୍ତ ଜମା ଖାତାରୁ ଟଙ୍କା ଉଠାଇବା ନିମନ୍ତେ ତାଙ୍କୁ ଚେକ୍ ମଧ୍ୟ ଇସୁ କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ତାଙ୍କ ପାଖରେ ଅଲିଖିତ ରହିଥିବା ଏକ ଚେକ୍ ନମ୍ବରରେ ୮ ହଜାର ଶହେ ଟଙ୍କା ଉଠାଇ ନିଆଯାଇଛି। ଗତ ୩ ଜୁଲାଇ ୨୦୨୧ରେ ଟଙ୍କା ଉଠିଥିବା ନେଇ ଏବେ ସେ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜାଣିବାକୁ ପାଇଥିଲେ। ଏନେଇ ଅସନ୍ତୋଷ ପ୍ରକାଶ କରି ଉକ୍ତ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଅଭିଯୋଗ କରିଥିଲେ। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳି ନ ଥିବାରୁ ସେ ଏ ନେଇ କବିସୂର୍ଯ୍ୟନଗରରେ ଏତଲା ଦେଇଛନ୍ତି। ବ୍ୟାଙ୍କ ଉପରୁ ଭରସା ଉଠି ଯାଇଥିବାରୁ ପୁଲିସ ପାଖରୁ ନ୍ୟାୟ ଆଶା କରିଛନ୍ତି। ପୁଲିସ ନ୍ୟାୟ ନ ଦେଲେ ସେ କୋର୍ଟକୁ ଯିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ତେବେ ଏନେଇ ଉକ୍ତ ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ସେପଟେ ଏଭଳି ଘଟଣା ଜଣାପଡ଼ିବା ପରେ ବ୍ୟାଙ୍କ ଖାତାଧାରୀଙ୍କ ଭିତରେ ଟଙ୍କା ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story