୫୦ ମିନିଟ୍‌ ଧରି ଚିଲିକାରେ ଫସି ରହିଲେ ୨୦୦ରୁ ଅଧିକ ଯାତ୍ରୀ

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ୪୦ରୁ ୫୦ ମିନିଟ୍‌ ଧରି ଚିଲିକାର ନୀଳ ଜଳ ରାଶି ଭିତରେ ଫସି ରହିଲେ ୨୦୦ରୁ ଅଧିକ ଯାତ୍ରୀ। ପ୍ରଶାସନ ହସ୍ତକ୍ଷେପ ପରେ ଡଙ୍ଗା ଗୁଡ଼ିକୁ କୂଳ ଲାଗିବାକୁ ମିଳିଲା ଅନୁମତି। ବର୍ତ୍ତମାନ ସ୍ଥିତି ସ୍ୱଭାବିକ ବୋଲି ଜଣାପଡ଼ିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଦେଉଳପଡ଼ାରେ ଚାଲିଛି ପଣା ଯାତ୍ରା। ଏହାକୁ ଦ୍ୱିତୀୟ ବାଲିଯାତ୍ରା ବୋଲି କୁହାଯାଇଥାଏ। ପ୍ରତିବର୍ଷ ଏଠାକୁ ହଜାର ହଜାର ଲୋକ ଯାଇଥାନ୍ତି। ଲୋକମାନେ ଜହ୍ନିକୁଦାରୁ ଡଙ୍ଗାରେ ସାତପଡ଼ାକୁ ଯାଇଥାଆନ୍ତି। […]

Chilika

Chilika

Manoranjan Sial
  • Published: Saturday, 16 April 2022
  • Updated: 16 April 2022, 06:03 PM IST

Sports

Latest News

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ୪୦ରୁ ୫୦ ମିନିଟ୍‌ ଧରି ଚିଲିକାର ନୀଳ ଜଳ ରାଶି ଭିତରେ ଫସି ରହିଲେ ୨୦୦ରୁ ଅଧିକ ଯାତ୍ରୀ। ପ୍ରଶାସନ ହସ୍ତକ୍ଷେପ ପରେ ଡଙ୍ଗା ଗୁଡ଼ିକୁ କୂଳ ଲାଗିବାକୁ ମିଳିଲା ଅନୁମତି। ବର୍ତ୍ତମାନ ସ୍ଥିତି ସ୍ୱଭାବିକ ବୋଲି ଜଣାପଡ଼ିଛି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଦେଉଳପଡ଼ାରେ ଚାଲିଛି ପଣା ଯାତ୍ରା। ଏହାକୁ ଦ୍ୱିତୀୟ ବାଲିଯାତ୍ରା ବୋଲି କୁହାଯାଇଥାଏ। ପ୍ରତିବର୍ଷ ଏଠାକୁ ହଜାର ହଜାର ଲୋକ ଯାଇଥାନ୍ତି। ଲୋକମାନେ ଜହ୍ନିକୁଦାରୁ ଡଙ୍ଗାରେ ସାତପଡ଼ାକୁ ଯାଇଥାଆନ୍ତି। ଆଉ ସେଠାରୁ ମେଳା ବୁଲିବାକୁ ଯାଇଥାଆନ୍ତି। ଆଜି ସକାଳେ ବହୁ ଲୋକ ଜହ୍ନିକୁଦାରୁ ଡଙ୍ଗାରେ ସାତପଡ଼ାକୁ ଯାଇଥିଲେ। ହେଲେ ସାତପଡ଼ାରେ ଡଙ୍ଗାରୁ ଯାତ୍ରୀଙ୍କୁ ଓହ୍ଲାଇବାକୁ ଦିଆଯାଇନଥିଲା। ଯେଉଁଥିପାଇଁ ଉତ୍ତେଜନା ପ୍ରକାଶ ପାଇଥିଲେ। ଜହ୍ନିପାଳରୁ ଯାଇଥିବା ଡଙ୍ଗା ଚାଳକ ତେନତେନ କରି ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଫେରି ଆସିଥିଲେ।

ଅପରାହ୍ନରେ ସାତପଡ଼ାରୁ ଯାଇଥିବା ଡାଙ୍ଗା ଗୁଡ଼ିକୁ କୂଳରେ ଲାଗିବାକୁ ଦେଇନଥିଲେ ଜହ୍ନିକୁଦାର ଡଙ୍ଗା ଚାଳକମାନେ। ଯାହାଫଳରେ ଚିଲିକାର ନୀଳ ଜଳ ରାଶି ଭିତରେ ୫୦ ମିନିଟ୍‌ରୁ ଅଧିକ ସମୟ ଧରି ୨୦ରୁ ୨୫ଟି ଡ଼ଙ୍ଗାରେ ୨୦୦ରୁ ଅଧିକ ଯାତ୍ରୀ ଫସି ରହିଥିଲେ। ସେମାନଙ୍କୁ କୂଳକୁ ଆସିବାକୁ ଦିଆଯାଉନଥିବାରୁ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌ ମିଳିତ ଭାବେ ବୁଝାସୁଝା କରିବା ପରେ କୂଳରେ ଲାଗିଲା ଡଙ୍ଗା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story