ଗାଡ଼ି ଧକ୍କାରେ ଛଟପଟ ହେଉଥିଲା ଛୁଆ, ଆଉ ମା’...

ଭଦ୍ରକ (ଓଡ଼ିଶା ରିପୋର୍ଟର) ମଣିଷ ହେଉ କି ପଶୁ । ଛୁଆ ପାଇଁ ସବୁ ମାଆଙ୍କର ମମତା ଆଉ ଦରଦ । ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏମିତି ଏକ ଭିଡିଓ  ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଘଟଣାଟି ଭଦ୍ରକ ସହରର ଆରଡ଼ି ଛକ ଅଞ୍ଚଳ ବୋଲି ଜଣାପଡ଼ିଛି । ଗାଡ଼ି ଧକ୍କାରେ ଆହତ ହୋଇଥିବା ଛୁଆ ପାଖରେ ମାଆ କୁକୁର ବସି ରହିଛି। ଛୁଆଟିର ଗୋଡ଼ ଭାଙ୍ଗି ଯାଇ ରକ୍ତ ବୋହୁଥିବାବେଳେ କଷ୍ଟ ସହି ନ ପାରି […]

dog-1

dog-1

Tapas Behera
  • Published: Monday, 27 January 2020
  • Updated: 27 January 2020, 06:39 PM IST

Sports

Latest News

ଭଦ୍ରକ (ଓଡ଼ିଶା ରିପୋର୍ଟର) ମଣିଷ ହେଉ କି ପଶୁ । ଛୁଆ ପାଇଁ ସବୁ ମାଆଙ୍କର ମମତା ଆଉ ଦରଦ । ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏମିତି ଏକ ଭିଡିଓ  ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଘଟଣାଟି ଭଦ୍ରକ ସହରର ଆରଡ଼ି ଛକ ଅଞ୍ଚଳ ବୋଲି ଜଣାପଡ଼ିଛି ।

ଗାଡ଼ି ଧକ୍କାରେ ଆହତ ହୋଇଥିବା ଛୁଆ ପାଖରେ ମାଆ କୁକୁର ବସି ରହିଛି। ଛୁଆଟିର ଗୋଡ଼ ଭାଙ୍ଗି ଯାଇ ରକ୍ତ ବୋହୁଥିବାବେଳେ କଷ୍ଟ ସହି ନ ପାରି ମାଆ ତା ଗୋଡ଼କୁ ଚାଟୁଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ସେହି ରାସ୍ତାରେ ଯାଉଥିବା କ୍ଷୀତିଶ ସାମନ୍ତ ନାମକ ଜଣେ ବ୍ୟକ୍ତି ଛୁଆଟିକୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି । ଛୁଆକୁ ପଶୁ ଡାକ୍ତରଖାନା ନେଇ ଯାଇଥିଲେ ବି ମାଆ କୁକୁର ସେଇଠି ସେମିତି ବସି ରହିଥିଲା। କ୍ଷୀତିଶ ଛୁଆଟିକୁ ଚିକିତ୍ସା କରି ଆଣି ତା ପାଖରେ ଛାଡ଼ିଛନ୍ତି। ଏଭଳି ଘଟଣାକୁ ନେଇ ସମସ୍ତେ କ୍ଷୀତିଶଙ୍କୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story