ନିଆଁରେ ପୋଡ଼ି ମା’ଝିଅ ମୃତ, ବାପା ଗୁରୁତର

<p>ବାରିପଦା: ନିଆଁରେ ଜଳିଗଲେ ମାଆ ଓ ଝିଅ। ଏହି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ୍ ଜଗନ୍ନାଥଖୁଣ୍ଟା ଗାଁରେ। ଗାଁର ବାବାଜୀ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ନି&zwnj;ଆଁ ଲାଗିଯାଇଥିଲା। ତାଙ୍କ ସ୍ତ୍ରୀ ବୀଣା ଜୀଅନ୍ତା ଜଳି ଯାଇଥିଲେ। ବାବାଜୀ ଓ ତାଙ୍କ ୭ ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଛି। ବାବାଜୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।</p> <p>ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି।</p>

Ordigital Desk
  • Published: Sunday, 12 November 2017
  • Updated: 12 November 2017, 11:49 AM IST

Sports

Latest News

<p>ବାରିପଦା: ନିଆଁରେ ଜଳିଗଲେ ମାଆ ଓ ଝିଅ। ଏହି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ୍ ଜଗନ୍ନାଥଖୁଣ୍ଟା ଗାଁରେ। ଗାଁର ବାବାଜୀ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ନି&zwnj;ଆଁ ଲାଗିଯାଇଥିଲା। ତାଙ୍କ ସ୍ତ୍ରୀ ବୀଣା ଜୀଅନ୍ତା ଜଳି ଯାଇଥିଲେ। ବାବାଜୀ ଓ ତାଙ୍କ ୭ ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଛି। ବାବାଜୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।</p><p>ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos