ବାହୁଡ଼ା ଯାତ୍ରା ଦେଖିବା ପାଇଁ ଝିଅ ଘରୁ ଫେରୁଥିଲେ ମାଆ ଓ ପୁଅ, ରାସ୍ତାରେ ପିଟିଦେଲା ଟ୍ରକ୍‌

କଣ୍ଟାବାଞ୍ଜି(ସୁରଦାସ ବାଗ): ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବା ପାଇଁ ଝିଅ ଘରୁ ଆସୁଥିଲେ ମାଆ ଓ ପୁଅ। ହେଲେ ଜନ୍ମଭୂମିରେ ପହଞ୍ଚିବା ପୂର୍ବରୁ ଦୁହିଁଙ୍କୁ ଗୋଟିଏ ମାର୍ବଲ ବୋଝେଇ ଟ୍ରକ୍‌ ପିଟିଦେଲା। ରାସ୍ତାରେ ଚାଲିଗଲା ପୁଅର ଜୀବନ। ଆଉ ମଆ ମେଡିକାଲ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିକଟରେ ଘଟିଛି। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପୂରା ଘଟଣା ଏମିତି। […]

mother-and-son-die-in-a-road-accident-near-kantabanji-in-balangir-district1

Manoranjan Sial
  • Published: Friday, 12 July 2019
  • Updated: 12 July 2019, 05:03 PM IST

Sports

Latest News

କଣ୍ଟାବାଞ୍ଜି(ସୁରଦାସ ବାଗ): ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବା ପାଇଁ ଝିଅ ଘରୁ ଆସୁଥିଲେ ମାଆ ଓ ପୁଅ। ହେଲେ ଜନ୍ମଭୂମିରେ ପହଞ୍ଚିବା ପୂର୍ବରୁ ଦୁହିଁଙ୍କୁ ଗୋଟିଏ ମାର୍ବଲ ବୋଝେଇ ଟ୍ରକ୍‌ ପିଟିଦେଲା। ରାସ୍ତାରେ ଚାଲିଗଲା ପୁଅର ଜୀବନ। ଆଉ ମଆ ମେଡିକାଲ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିକଟରେ ଘଟିଛି। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

ପୂରା ଘଟଣା ଏମିତି। ତୁରେକେଲା ଗାଁର ପ୍ରେମଲତା ପାତ୍ରଙ୍କର ବଡ଼ ଝିଅଙ୍କର ଗତକାଲି ଗୋଟିଏ ଝିଅ ଜନ୍ମ ହୋଇଛି। ତେଣୁ ପ୍ରେମଲତା ଓ ତାଙ୍କ ପୁଅ ସମୀର ଝିଅ ଘର ସୁବର୍ଣ୍ଣପୁର ଜିଲ୍ଲା କଣ୍ଟାମାଲ୍‌ ଅଞ୍ଚଳକୁ ଯାଇଥିଲେ। ଆଜି ବାହୁଡ଼ା ଥିବାରୁ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ମାଆ ଓ ପୁଅ ବାଇକରେ ଘରକୁ ଫେରୁଥିଲେ। ଘରଠାରୁ ୮ କିମି ଦୂର ସେମଲା ଛକରେ ଏକ ମାର୍ବଲ ବୋଝେଇ ଟ୍ରକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲ।। ଫଳରେ ଘଟଣାସ୍ଥଳରେ ସମୀରଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ପ୍ରେମଲତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟା ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଇଛି।

ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଲର୍କି-ତୁରେକେଲା ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଖବର ପାଇ କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ ମହାପାତ୍ର, କଣ୍ଟାବାଞ୍ଜି ତହସିଲଦାର ପ୍ରଭାତ କୁମାର ସାହୁ, ତୁରେକେଲା ବିଡିଓ ଅଶୋକ ମାଝି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର କ୍ଷତିପୂରଣ ଦାବିରେ ଗାଁ ଲୋକେ ଅଡ଼ି ବସିଥିଲେ।

ସୂଚନାରୁ ପ୍ରକାଶ, ପ୍ରେମଲତାଙ୍କ ପରିବାରରେ ସମୀର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ବାପା ବୃଦ୍ଧ ହୋଇଥିବାରୁ କାମଦାମ କରିପାରୁ ନାହାନ୍ତି। ସମୀର ଯୁକ୍ତ ୩ରେ ପଢ଼ିବା ସହିତ ଏକ ଚାହା ଦୋକାନ କରିଥିଲେ। ସେଥିରୁ ଯାହା ଉପାର୍ଜନ କରୁଥିଲେ, ସେଥିରେ ପୂରା ପରିବାର ଚଳୁଥିଲା। ସମୀରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଚଡ଼କ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story