ମୃତ ଝିଅକୁ ଧରି ବକ୍ସିବଜାର ଛକରେ ବସିଛି ମା’

କଟକ(ଓଡ଼ିଶା ରିପୋର୍ଟର): କୁହାଯାଏ ପିଲା ପାଇଁ ଯଦି କେଉଁଠି ସବୁଠୁ ସୁରକ୍ଷିତ ସ୍ଥାନ ଥାଏ ସେ ହେଉଛି ମା’ର କୋଳ। ଛୁଆର ରକ୍ଷା ପାଇଁ ନିଜ ଜୀବନକୁ ବାଜିଲଗାଇ ଦେଇପାରେ ମା’। ଯେତେ ଝଡ଼ଝଞ୍ଜା ଓ ଯେତେ ବିପଦଆପଦ ଆସିଲେ ମଧ୍ୟ ପିଲାଟିକୁ ସେ ତା’ପଣତକାନିରେ ଢାଙ୍କିଦିଏ। ହେଲେ ସବୁ ସୁରକ୍ଷାର ପ୍ରାଚୀରକୁ ଭେଦ କରି ମା’ ପାଖରୁ ପିଲାଟିକୁ ଯମ ଯେ, କେତେବେଳେ ଛଡ଼ାନେଇଛି ତାହା ସେ ବୁଝିବାକୁ ନାରାଜ୍। ଆଜି ଏମିତି ଏକ ଅଭାବନୀୟ ଦୃଶ୍ୟ […]

cuttack-1

cuttack-1

Tapas Behera
  • Published: Wednesday, 17 July 2019
  • Updated: 17 July 2019, 07:12 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କୁହାଯାଏ ପିଲା ପାଇଁ ଯଦି କେଉଁଠି ସବୁଠୁ ସୁରକ୍ଷିତ ସ୍ଥାନ ଥାଏ ସେ ହେଉଛି ମା’ର କୋଳ। ଛୁଆର ରକ୍ଷା ପାଇଁ ନିଜ ଜୀବନକୁ ବାଜିଲଗାଇ ଦେଇପାରେ ମା’। ଯେତେ ଝଡ଼ଝଞ୍ଜା ଓ ଯେତେ ବିପଦଆପଦ ଆସିଲେ ମଧ୍ୟ ପିଲାଟିକୁ ସେ ତା’ପଣତକାନିରେ ଢାଙ୍କିଦିଏ। ହେଲେ ସବୁ ସୁରକ୍ଷାର ପ୍ରାଚୀରକୁ ଭେଦ କରି ମା’ ପାଖରୁ ପିଲାଟିକୁ ଯମ ଯେ, କେତେବେଳେ ଛଡ଼ାନେଇଛି ତାହା ସେ ବୁଝିବାକୁ ନାରାଜ୍। ଆଜି ଏମିତି ଏକ ଅଭାବନୀୟ ଦୃଶ୍ୟ କଟକର ବକ୍ସି ବଜାର ଛକରେ ଦେଖିବାକୁ ମିଳିଛି।

ମୃତ ଶିଶୁକୁ ଧରି ଦୀର୍ଘ ସମୟଧରି ଜଣେ ମହିଳା ଧରି ବସିଥିବା ଦେଖିବାକୁ ମିଳିଥିଲା। ପାଖରେ ତା’ର ଆଉ ଦୁଇଜଣ ପିଲା ଥିବା ଦେଖିବାକୁ ମିଳିଛି। ମହିଳା ଜଣକ ମାନସିକ ବିକୃତି ଥିବା ଜଣାପଡ଼ିଛି। ମହିଳା ଜଣକ ପରିଚୟ ମିଳିପାରି ନଥିବା ବେଳେ ସେ ତା’ର ନାମ ଭାରତୀ ନାୟକ ବୋଲି କହିଛି।

ତେବେ ଆଜି ଦିନ ୧୨ଟାଠାରୁ ମହିଳା ଜଣକ ଏମିତି ତାର ଶିଶୁପିଲାଟିକୁ କୋଳରେ ଧରି ବସିଥିଲେ ମଧ୍ୟ ଦୀର୍ଘ ସମୟ ପରେ ଚାଇଲ୍ଡ ଲାଇନ ପହଞ୍ଚି ଉଭୟ ମା ଓ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭତ୍ତି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ବକ୍ସିବଜାର ଛକରେ ସମ୍ପୃକ୍ତ ମହିଳା ଜଣକ ନିଜର ଶିଶୁକନ୍ୟା ଧରି ବସିଥିଲେ। ପାଖରେ ତା’ର ଆଉ ୨ ଜଣ ଛୋଟ ଛୋଟ ପିଲାମାନେ ମଧ୍ୟ ଥିଲେ। ତେବେ ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ସେ ଧରିଥିବା ଶିଶୁଟି ମୃତ ବୋଲି ଜଣାପଡ଼ିଥିଲା। ତେବେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯିବା ସହ ମହିଳା ଜଣକୁ ନାଁ ଗାଁ ବିଷୟରେ ପଚାରିଥିଲେ। ହେଲେ ମହିଳା ଜଣକର ଅସ୍ୱାଭାବିକ୍‌ ଆଚରଣରୁ ତାଙ୍କର ମାନସିକ ବିକୃତି ଥିବା କୁହାଯାଉଛି। ସେହିପରି କୌଣସି ରୋଗରେ ପଡ଼ି ପିଲାଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମହିଳା

ଜଣକ ନିଜ ପରିଚୟ ଦେଇପାରୁ ନଥିବା ବେଳେ କେବଳ ରାଗିଯାଇ ଭାରତୀ ନାୟକ କହିଛନ୍ତି।  ମହିଳା ଓ ତିନି ଛୁଆଙ୍କୁ ଅସହାୟ ଅବସ୍ଥାରେ ଦେଖି ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମହିଳା ଜଣକ ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ରହୁଥିଲେ। ସେଇଠି ସେ କିଛି ଖେଳଣା ବିକି ଏବଂ ଆଉ କିଛି କାମଦାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କ ସ୍ୱାମୀଙ୍କ ବିଷୟରେ କିଛି ଖବର ମିଳିନଥିବା ବେଳେ ଆଜି ମହିଳା ଜଣକୁ ଏମିତି ପରିସ୍ଥିତିରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story