ମାଉଣ୍ଟ ଏଭେରେଷ୍ଟ ଚଢିବେ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଉଣ୍ଟ ଏଭେରେଷ୍ଟ ଚଢିବେ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ। ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଚୟନ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ମିଶନ ଏଭେରେଷ୍ଟ ୨୦୧୮ ପାଇଁ ଏହି ଚୟନ ହୋଇଛି।</p> <p>ଆସନ୍ତାକାଲି ଏହି ମିଶନ ଆରମ୍ଭ ହେବାକୁ ଥିବାବେଳେ ଏନେଇ ଖୁସି ଅଛନ୍ତି ସ୍ୱର୍ଣ୍ଣଲତା। ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ଚଂଚଲ ରାନା ଓ ଟାଟା ଷ୍ଟିଲ ଚିଫ୍ ରେସିଡେଣ୍ଟ ଏକଜ୍ୟୁଟିଭ ମଣିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।</p>

Ordigital Desk
  • Published: Friday, 23 March 2018
  • Updated: 23 March 2018, 09:53 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଉଣ୍ଟ ଏଭେରେଷ୍ଟ ଚଢିବେ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ। ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଚୟନ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ମିଶନ ଏଭେରେଷ୍ଟ ୨୦୧୮ ପାଇଁ ଏହି ଚୟନ ହୋଇଛି।</p><p>ଆସନ୍ତାକାଲି ଏହି ମିଶନ ଆରମ୍ଭ ହେବାକୁ ଥିବାବେଳେ ଏନେଇ ଖୁସି ଅଛନ୍ତି ସ୍ୱର୍ଣ୍ଣଲତା। ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ଚଂଚଲ ରାନା ଓ ଟାଟା ଷ୍ଟିଲ ଚିଫ୍ ରେସିଡେଣ୍ଟ ଏକଜ୍ୟୁଟିଭ ମଣିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos