ସାଂସଦ ଅନୁଭବ ମହାନ୍ତିଙ୍କ ଦବଙ୍ଗଗିରି! ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଛେପ ପକାଇଥିବା ଅଭିଯୋଗ

କଟକ(ଓଡ଼ିଶା ରିପୋର୍ଟର):ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦଙ୍କ ନାଁରେ ଆସିଛି ଦବଙ୍ଗଗିରିର ଅଭିଯୋଗ। ଜଣେ ମହିଳା ସାମ୍ବାଦିକଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ବିଜେଡି ସାଂସଦ ଅନୁଭବ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଓ ଛେପ ପକାଇଥିବା ଭଳି ସଙ୍ଗିନ୍‌ ଅଭିଯୋଗ ସେ ଆଣିଛନ୍ତି। ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ମହିଳା ଜଣକ ହେଲେ ସସ୍ମିତା ଆଚାର୍ଯ୍ୟ। ଏତଲା ଅନୁଯାୟୀ ମହିଳା ଜଣଙ୍କ […]

c-900

c-900

Tapas Behera
  • Published: Friday, 14 June 2019
  • Updated: 14 June 2019, 07:23 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦଙ୍କ ନାଁରେ ଆସିଛି ଦବଙ୍ଗଗିରିର ଅଭିଯୋଗ। ଜଣେ ମହିଳା ସାମ୍ବାଦିକଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ବିଜେଡି ସାଂସଦ ଅନୁଭବ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଓ ଛେପ ପକାଇଥିବା ଭଳି ସଙ୍ଗିନ୍‌ ଅଭିଯୋଗ ସେ ଆଣିଛନ୍ତି। ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ମହିଳା ଜଣକ ହେଲେ ସସ୍ମିତା ଆଚାର୍ଯ୍ୟ।

ଏତଲା ଅନୁଯାୟୀ ମହିଳା ଜଣଙ୍କ ଘର କଟକର ଝାଞ୍ଜିରମଙ୍ଗଳାରେ। ସେ କହିଛନ୍ତି, "ମୁଁ ସବୁଦିନ ଏକ ଖବରକାଗଜ ଅଫିସକୁ ଇଣ୍ଟର୍ଣ୍ଣଶିପ୍‌ ପାଇଁ ଯାଉଥିଲି। ସେଇବାଟରେ ଅନୁଭବଙ୍କ ବଡ଼ ଭାଇ ଅନୁପ୍ରାସ ମହାନ୍ତି କିଛି ଯୁବକଙ୍କୁ ଧରି ତାଙ୍କୁ ହଇରାଣ ହରକତ କରିବା ସହ ଅଶ୍ଲୀଳ ଇଙ୍ଗିତ କରୁଥିଲେ। ଗତ ୨ ବର୍ଷ ଧରି ସେ ଏଭଳି କାମ କରି ଆସୁଥିଲେ। ମୁଁ ସବୁବେଳେ କାନ୍ଦି କାନ୍ଦି ଆସି ଏ ବିଷୟରେ ସ୍ୱାମୀଙ୍କ ପାଖରେ କୁହେ। ହେଲେ ମୋ ସ୍ୱାମୀ କୁହନ୍ତି ତୁମେ କିଛି କହନା। ଆମେ ତାଙ୍କୁ ପାରିବାନି। ତାଙ୍କର ବହୁତ ପଲଟିକାଲ୍ ଲିଙ୍କ ଅଛି। ପରେ ମୁଁ ଆଉ ଇଣ୍ଟର୍ଣ୍ଣସିପ୍‌ ପାଇଁ ଗଲିନି। ଘରେ ବସିଲି। ସାମ୍ବାଦିକତା ପାସ କରି ସୁଦ୍ଧା ଘରେ ବସିବାକୁ ବାଧ୍ୟ ହେବାରୁ ମୁଁ ମାନସିକ ଅବସାଦରେ ରହିଲି। ଘଟଣା ସଂପର୍କରେ ଜଣାଇବାକୁ ମୁଁ ଅନୁଭବଙ୍କ ଘରକୁ ଯାଇଥିଲି। ସେଠାରେ ସେ ମୋ ଗୁହାରି ଶୁଣିବା ବଦଳରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ।"

ଏମିତିକି ଅନୁଭବ ତାଙ୍କ ଉପରେ ଛେପ ପକାଇ ଧକ୍କା ମାରିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଏତଲା ଆଧାରରେ ଦଫା ୨୯୪, ୩୫୪(କ), ୩୨୩, ୩୪ (IPC)ରେ ମାମଲା ରୁଜୁ ହୋଇଛି। ତେବେ ଅଭିଯୋଗ ସଂପର୍କରେ ସାଂସଦ ଅନୁଭବଙ୍କ ପ୍ରତିକ୍ରିୟା ଏଯାଏ ମିଳିପାରିନି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story