ଦୁଃଖ ପ୍ରକାଶ ଆଳରେ ଧମକ ଦେଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଃଖ ପ୍ରକାଶ ଆଳରେ ଧମକ ଦେଲେ ସାଂସଦ ଅନୁଭବ ମହାନ୍ତି। ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଏକ ଭିଡିଓ ରିଲିଜ୍ କରି ସେ ଏପରି ଧମକ ଦେଇଛନ୍ତି। ୧ ମିନିଟ୍‌ ୨୪ ସେକେଣ୍ଡ ଅବଧିର ଏହି ଭିଡିଓରେ ୩ଟି କଟ୍ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଅନୁଭବ କହିଛନ୍ତି, ଗଣମାଧ୍ୟମ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି। ଗଣମାଧ୍ୟମକୁ ମୁଁ ସବୁବେଳେ ସହଯୋଗ କରିଆସିଛି। ଓଟିଭି ସାମ୍ବାଦିକଙ୍କ ପ୍ରତି ଘଟଣା ମୋତେ ବ୍ୟଥିତ କରିଛି। […]

anubhab

anubhab

Manoranjan Sial
  • Published: Friday, 08 November 2019
  • Updated: 09 November 2019, 11:36 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଃଖ ପ୍ରକାଶ ଆଳରେ ଧମକ ଦେଲେ ସାଂସଦ ଅନୁଭବ ମହାନ୍ତି। ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଏକ ଭିଡିଓ ରିଲିଜ୍ କରି ସେ ଏପରି ଧମକ ଦେଇଛନ୍ତି। ୧ ମିନିଟ୍‌ ୨୪ ସେକେଣ୍ଡ ଅବଧିର ଏହି ଭିଡିଓରେ ୩ଟି କଟ୍ ଥିବା ଦେଖିବାକୁ ମିଳିଛି।

ଭିଡିଓରେ ଅନୁଭବ କହିଛନ୍ତି, ଗଣମାଧ୍ୟମ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି। ଗଣମାଧ୍ୟମକୁ ମୁଁ ସବୁବେଳେ ସହଯୋଗ କରିଆସିଛି। ଓଟିଭି ସାମ୍ବାଦିକଙ୍କ ପ୍ରତି ଘଟଣା ମୋତେ ବ୍ୟଥିତ କରିଛି। ଏହା ଉଦ୍ଦେଶ୍ୟମୂଳକ ନଥିଲା। ଏଥିପାଇଁ ଦୁଃଖିତ ବୋଲି ଭିଡିଓରେ ଅନୁଭବ କହିଛନ୍ତି।

ତେବେ ଦ୍ୱିତୀୟ ଓ ତୃତୀୟ କଟ୍‌ରେ ମୁହଁର ଠାଣି ବଦଳାଇ ପୂରା ଧମକ ଦେବା ମୁଦ୍ରାରେ ଆସିଛନ୍ତି ଅନୁଭବ। ସେ କହିଛନ୍ତି, ବୈଜୟନ୍ତ ପଣ୍ଡା ମୋ’ଠାରୁ ଲୋକସଭା ନିର୍ବାଚନରେ ହାରିବା ପରେ ତାଙ୍କ ମାଲିକାନାରେ ଥିବା ଓଟିଭି ମୋ’ ଚରିତ୍ର ସଂହାର କରିଆସୁଛି। ବୈଜୟନ୍ତବାବୁ ଏମିତି ନକରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ବୈଜୟନ୍ତବାବୁ ମୋତେ ଏମିତି ଅଯଥା ହଇରାଣ କରନ୍ତୁ ନାହିଁ ବୋଲି ଭିଡିଓରେ ଅନୁଭବ କହିଛନ୍ତି।

ତେବେ ଭିଡିଓରେ ଦୁର୍ବ୍ୟବହାର କରିଥିବା ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁଙ୍କ ନାଁ ନେବାକୁ ସାହସ ଜୁଟାଇ ପାରିନାହାନ୍ତି ଅନୁଭବ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବୋଧହୁଏ ଜାଣିନାହାନ୍ତି, ଓଟିଭି କାହା ଏଜେଣ୍ଡାରେ ନୁହେଁ, ଏକ ବୃତ୍ତିଗତ ଚାର୍ଟର୍ ଅନୁଯାୟୀ ସଂପୂର୍ଣ୍ଣ ସଂପାଦକୀୟ ସ୍ୱାଧୀନତାରେ କାର୍ଯ୍ୟ କରିଥାଏ। ନିଜ ଭୁଲ୍‌କୁ ନମାନି, ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ତାଚ୍ଛଲ୍ୟ କରିବା ଓ ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ପ୍ରତିବାଦ ସତ୍ତ୍ୱେ ଅନୁଭବ ପାଲଟା ଟାର୍ଗେଟ୍‌ କରିବାକୁ ଓଟିଭି ଦୃଢ଼ ନିନ୍ଦା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story