କେନ୍ଦ୍ରାପଡ଼ାରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ବୈଜୟନ୍ତ

Ordigital Desk
  • Published: Sunday, 06 August 2017
  • , Updated: 06 August 2017, 05:55 PM IST
<p>କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି। ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତରେ ପହଞ୍ଚିଥିଲେ ସାଂସଦ ବୈଜୟନ୍ତ। ସେଠାରେ ସେ ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଚାଲିଚାଲି ରାଉଦିଆ, କୃଣ୍ଣଦାସପୁର ଆଦି ଗାଁକୁ ଯାଇ ସେଠାକାର ବନ୍ୟା ବିପନ୍ନଙ୍କ ସମସ୍ୟା ପଚାରି ବୁଝିଥିଲେ।</p> <p>ଗତ ସପ୍ତାହରେ ଖରସ୍ରୋତା, କାଣୀ ଓ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଦ୍ୱାରା ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା।</p>

Related story