ଆନ୍ଦୋଳନରେ ସାମିଲ ହୋଇ ବି ସଫେଇ କର୍ମଚାରୀ ଭୁଲିଲେ ନାହିଁ ନିଜ ଦାୟିତ୍ୱ

ଆଠଗଡ଼(ନିଳକାନ୍ତ ଦୋରା): ଆଠଗଡ଼ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଥିବା ବେଳେ ସହରର ପରିମଳ ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏପରି କ୍ଷେତ୍ରରେ ଗତ ୪ ଦିନ ହେବ ରାସ୍ତା କଡ଼ରେ ଏକ ଷଣ୍ଢ ମରି ପଡ଼ିଥିବା ବେଳେ ତାହା ପଚି ଦୁର୍ଗନ୍ଧ ବାହାରୁଥିଲା। ଫଳରେ  ଉକ୍ତ ରାସ୍ତାରେ ଚଳାଚଳ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା। ଏହାଦେଖି ଆନ୍ଦୋଳନରେ ସାମିଲ ହୋଇ ମଧ୍ୟ ନିଜ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ଆଗେଇ ଆସିଲେ ସଫେଇ […]

athagada-1--1

athagada-1--1

Niharika Rout
  • Published: Monday, 10 February 2020
  • Updated: 10 February 2020, 01:23 PM IST

Sports

Latest News

ଆଠଗଡ଼(ନିଳକାନ୍ତ ଦୋରା): ଆଠଗଡ଼ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଥିବା ବେଳେ ସହରର ପରିମଳ ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏପରି କ୍ଷେତ୍ରରେ ଗତ ୪ ଦିନ ହେବ ରାସ୍ତା କଡ଼ରେ ଏକ ଷଣ୍ଢ ମରି ପଡ଼ିଥିବା ବେଳେ ତାହା ପଚି ଦୁର୍ଗନ୍ଧ ବାହାରୁଥିଲା। ଫଳରେ  ଉକ୍ତ ରାସ୍ତାରେ ଚଳାଚଳ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା। ଏହାଦେଖି ଆନ୍ଦୋଳନରେ ସାମିଲ ହୋଇ ମଧ୍ୟ ନିଜ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ଆଗେଇ ଆସିଲେ ସଫେଇ କର୍ମଚାରୀ। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

୪ ଦିନ ଧରି  ଷଣ୍ଢଟି ଆଠଗଡ଼ ମେଡିକାଲ ରାସ୍ତା ପାର୍ଶ୍ୱରେ ମରି ପଡ଼ି ଦେହରୁ ପଚା ଗନ୍ଧ ଓ ପୋକ ବାହାରିଥିଲା। ସବୁ ଦେଖି ମଧ୍ୟ ଆଠଗଡ଼ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ତାହାକୁ ଉଠାଇବାର ବ୍ୟବସ୍ଥା କରି ନ ଥିଲେ। ଆଠଗଡ଼ ସଫେଇ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ ମଧ୍ୟ  ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଇ ସମ୍ପୂର୍ଣ୍ଣ ରୀତିନୀତିରେ ନିଜ ଖର୍ଚ୍ଚରେ ଉକ୍ତ ଷଣ୍ଢକୁ ଉଠାଇ ସହର ପରିକ୍ରମା କରିଥିଲେ। ଏହାପରେ ନିକଟସ୍ଥ ସାପୁଆ କୂଳରେ ଷଣ୍ଢକୁ  ପୋତି ସତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ଅଞ୍ଚଳବାସୀ ସଫେଇ କର୍ମଚାରୀଙ୍କ ପ୍ରଶଂସା କରିବାକୁ ପଛାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story