ମୁନିଗୁଡା ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଶିକ୍ଷୟିତ୍ରୀଙ୍କ ମାନସିକ ନିର୍ଯାତନା ଅଭିଯୋଗ

ରାୟଗଡା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ। କିଛି ଦିନ ହେବ ପ୍ରଧାନ ଶିକ୍ଷକ ତାଙ୍କୁ ଗାଳିଗୁଲଜ ସହ ଅଶ୍ଲୀଳ ଇଙ୍ଗିତ କରୁଥିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି। ସେପଟେ ସେ ଜଣେ ଭିନ୍ନକ୍ଷମ ଏବଂ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ମିଥ୍ୟା ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ପ୍ରାରମ୍ଭିକ ରିପୋର୍ଟ […]

jail

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 03:03 PM IST

ରାୟଗଡା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ। କିଛି ଦିନ ହେବ ପ୍ରଧାନ ଶିକ୍ଷକ ତାଙ୍କୁ ଗାଳିଗୁଲଜ ସହ ଅଶ୍ଲୀଳ ଇଙ୍ଗିତ କରୁଥିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି। ସେପଟେ ସେ ଜଣେ ଭିନ୍ନକ୍ଷମ ଏବଂ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ମିଥ୍ୟା ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ପ୍ରାରମ୍ଭିକ ରିପୋର୍ଟ ଦେଇଥିବା କହିଛନ୍ତି ମୁନିଗୁଡ଼ା ଏସଡିପିଓ।

Related story