ପୁଲିସ୍‌ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ  ଦେଖିବାକୁ ମିଳିଛି । ଜିଲ୍ଲାର ବଦଲି ଗାଁରେ ପୁଲିସ୍‌ ଇନଫର୍ମର ସନ୍ଦେହରେ ଜଣକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଧନୀରାମ କଶ୍ୟପ । ପୂର୍ବରୁ ମାଓବାଦୀ ଧନୀ ରାମକୁ ପୁଲିସ୍‌ ସହ ନ ମିଶିବା ପାଇଁ ଧମକ ଦେଇଥିଲେ । ଏହା ନ ମାନିବାରୁ ମାଓବାଦୀ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି […]

knnife--1

knnife--1

Niharika Rout
  • Published: Thursday, 06 February 2020
  • Updated: 06 February 2020, 09:09 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ  ଦେଖିବାକୁ ମିଳିଛି । ଜିଲ୍ଲାର ବଦଲି ଗାଁରେ ପୁଲିସ୍‌ ଇନଫର୍ମର ସନ୍ଦେହରେ ଜଣକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଧନୀରାମ କଶ୍ୟପ ।

ପୂର୍ବରୁ ମାଓବାଦୀ ଧନୀ ରାମକୁ ପୁଲିସ୍‌ ସହ ନ ମିଶିବା ପାଇଁ ଧମକ ଦେଇଥିଲେ । ଏହା ନ ମାନିବାରୁ ମାଓବାଦୀ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ଘଟଣା ପରେ ପୁଲିସ୍‌ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story