ସ୍ୱାମୀ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ମୋହନା(ଓଡ଼ିଶା ରିପୋର୍ଟର):ଗଜପତି ଜିଲ୍ଲା ମୋହନା ଥାନା ଗପଟିମା ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀ ସ୍ତ୍ରୀକୁ କେହି ହତ୍ୟା କରି ଜଙ୍ଗଲରେ ଭିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଗୁଣିଗାରେଡ଼ିକୁ ନେଇ ହତ୍ୟା କରାଯାଇ ଥିବା ମୃତ ପୁଟୁରୁ ମଲ୍ଲିକ ପୁଅ ଅଭିଯୋଗ କରିଛନ୍ତି। ଉକ୍ତ ଗାଁର ପୁଟୁରୁ ମଲ୍ଲିକ ଓ ତାଙ୍କ ପତ୍ନୀ ସବିତା ମଲ୍ଲିକ ସକାଳେ ନିଜ ବଗଡ଼କୁ ତେନ୍ତୁଳି ଜଗି ବାକୁ ଯାଇଥିଲେ। ସେଠାରେ […]

npol-1

npol-1

Tapas Behera
  • Published: Monday, 16 March 2020
  • Updated: 16 March 2020, 04:46 PM IST

ମୋହନା(ଓଡ଼ିଶା ରିପୋର୍ଟର):ଗଜପତି ଜିଲ୍ଲା ମୋହନା ଥାନା ଗପଟିମା ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀ ସ୍ତ୍ରୀକୁ କେହି ହତ୍ୟା କରି ଜଙ୍ଗଲରେ ଭିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଗୁଣିଗାରେଡ଼ିକୁ ନେଇ ହତ୍ୟା କରାଯାଇ ଥିବା ମୃତ ପୁଟୁରୁ ମଲ୍ଲିକ ପୁଅ ଅଭିଯୋଗ କରିଛନ୍ତି। ଉକ୍ତ ଗାଁର ପୁଟୁରୁ ମଲ୍ଲିକ ଓ ତାଙ୍କ ପତ୍ନୀ ସବିତା ମଲ୍ଲିକ ସକାଳେ ନିଜ ବଗଡ଼କୁ ତେନ୍ତୁଳି ଜଗି ବାକୁ ଯାଇଥିଲେ।

ସେଠାରେ କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରି ଫେରାର ହୋଇଯାଇଛି । ଆଜି ଗାଁରେ ଗୁଙ୍ଗି ପୂଜା ଚାଲି ଥିବା ବେଳେ ଲୋକେ ଉଭୟଙ୍କ ମୃତ ଦେହ  ଗାଁ ନିକଟସ୍ଥ ଜଂଗଲରେ ପଡ଼ିଥିବା ଦେଖି ପୁଲିସରେ ଖବର ଦେଇଛନ୍ତି  । ପୁଲିସ ଘଟଣା ସ୍ଥଳରେ ପହଛି ଛାନଭିନ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story