ଆସନ୍ତାକାଲି ଇଦ୍‌ ଉଲ ଫିତର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସମଗ୍ର ରାଜ୍ୟରେ ଇଦ୍‌ ଉଲ ଫିତର ଉତ୍ସବ ପାଳନ ହେବ। କଟକର ଅଞ୍ଜୁମାନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଜି ପବିତ୍ର ରମଜାନ ମାସର ଶେଷ ଦିନ ଥିଲା। ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ମାସ ତମାମ ରୋଜା ବା ଉପବାସ କରିଥିଲେ। ଆଜି ସନ୍ଧ୍ୟାରେ ଚାନ୍ଦ ଦେଖି ଏହି ଉପବାସ ଶେଷ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି। ତେଣୁ ଆସନ୍ତାକାଲି ସମସ୍ତ ମୁସଲିମ୍‌ ଇଦ୍‌ ପାଳନ କରିବେ। […]

s

s

Hemant Lenka
  • Published: Tuesday, 04 June 2019
  • Updated: 05 June 2019, 07:33 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସମଗ୍ର ରାଜ୍ୟରେ ଇଦ୍‌ ଉଲ ଫିତର ଉତ୍ସବ ପାଳନ ହେବ। କଟକର ଅଞ୍ଜୁମାନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଜି ପବିତ୍ର ରମଜାନ ମାସର ଶେଷ ଦିନ ଥିଲା। ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ମାସ ତମାମ ରୋଜା ବା ଉପବାସ କରିଥିଲେ।

ଆଜି ସନ୍ଧ୍ୟାରେ ଚାନ୍ଦ ଦେଖି ଏହି ଉପବାସ ଶେଷ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି। ତେଣୁ ଆସନ୍ତାକାଲି ସମସ୍ତ ମୁସଲିମ୍‌ ଇଦ୍‌ ପାଳନ କରିବେ। ଆସନ୍ତାକାଲି ସେମାନେ ନୂଆ ବସ୍ତ୍ର ପରିଧାନ କରି ମସଜିଦ୍‌ରେ ସମୂହ ପ୍ରାର୍ଥନା କରିବେ। ଏହାପରେ ପରସ୍ପରକୁ ଇଦ୍‌ ମୁବାରକ ଜଣାଇବେ। ଏପରି କି ଇଦ୍‌ରେ ପୁଣ୍ୟ ଲାଭ ପାଇଁ ଗରିବଙ୍କୁ ଅର୍ଥ ଦାନ କରିବେ। ଏହି ମାସରେ ପ୍ରଫେଟ୍‌ ମହମ୍ମଦ ପବିତ୍ର କୋରାନ୍‌ ପ୍ରଥମେ ଉନ୍ମୋଚନ କରିଥିଲେ।

ଜୁନ୍‌ ୫ରେ ସମଗ୍ର ଭାରତରେ ଇଦ୍‌ ପାଳନ ହେବ। କିନ୍ତୁ ୟୁଏଇ ଏବଂ ସାଉଦି ଆରବରେ ଆଜି ସନ୍ଧ୍ୟାରେ ଇଦ୍‌ ପାଳିତ ହୋଇଛି। ଆଜି ସନ୍ଧ୍ୟାରେ ସେଠାରେ 'ଚାନ୍ଦ' ଦୃଶ୍ୟମାନ ହେବା ପରେ ସେଠାକାର ମୁସଲିମ୍‌ ସଂପ୍ରଦାୟ ଇଦ୍‌ ଉଲ ଫିତର ପାଳନ କରିଛନ୍ତି।

ଏହାବାଦ୍‌ ତୁର୍କୀମେନିସ୍ତାନ, କାଜାଖସ୍ତାନ, ଉଜବେକିସ୍ତାନ, ତାଜିକିସ୍ତାନ ଓ ଆଫ୍‌ଗାନିସ୍ତାନରେ ଆଜି ଇଦ୍‌-ଉଲ-ଫିତର ପାଳିତ ହୋଇଛି। କିନ୍ତୁ ଇଣ୍ଡୋନେସିଆ, ମ୍ୟାଲେସିୟା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଆଜି ରମଜାନ ମାସର ଶେଷ ଦିନ ବୋଲି ବିବେଚନା କରିଥିବାରୁ ଆସନ୍ତାକାଲି ଇଦ୍‌ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରକୃତରେ ଆଜି ଓଡ଼ିଶାରେ ଚାନ୍ଦ ଦେଖିବା ପରେ ମୁସଲିମ ଧର୍ମାବଲମ୍ବୀମାନେ ରୋଜା ଭାଙ୍ଗି ଥାଆନ୍ତେ ଓ ଆସନ୍ତାକାଲି ଇଦ୍‌ ଉଲ ଫିତର ପାଳନ କରିଥାଆନ୍ତେ। ହେଲେ ଆଜି ଓଡ଼ିଶାର କିଛି ପ୍ରାନ୍ତରେ ମେଘୁଆ ପାଗ ଯୋଗୁ ଚାନ୍ଦ ଦେଖାଯାଇ ନାହିଁ। ବାଲେଶ୍ୱର, ଜଳେଶ୍ୱର ଓ କଟକ ଭଳି କିଛି ସ୍ଥାନରେ ଆଜି ଚାନ୍ଦ ଦେଖିବାକୁ ମିଳିଛି। ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଆଜି ଲୋକମାନେ ଚାନ୍ଦ ଦେଖି ରୋଜା ଭାଙ୍ଗିଛନ୍ତି। କିନ୍ତୁ ଭୁବନେଶ୍ୱର ଓ ପୁରୀରେ ଏଯାଏ ଚାନ୍ଦ ଦେଖାଦେଇ ନାହିଁ। ତଥାପି ଆସନ୍ତାକାଲି ହିଁ ଇଦ୍‌ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story