ନବ କଳେବର ପରିଚାଳନାରେ ସରକାର ବିଫଳ: ବିରୋଧୀ ଦଳ ନେତା

ଭୁବନେଶ୍ୱର: ନବ କଳେବର ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଗତକାଲି  ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ପରିପେକ୍ଷୀରେ ଏହି ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ବିଧାନ ସଭା ଭିତରେ ଓ ବାହାରେ ସରକାର ବାହସ୍ପଟ ମାରିଥିଲେ ଯେ ନବ କଳେବର ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ଚାଲିବ । କିନ୍ତୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନବ କଳେବରକୁ ବ୍ୟବସ୍ଥିତ କରିବାରେ ସରକାର ବିଫଳ ହେବା […]

narashinga

narashinga

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 07:56 AM IST

Sports

Latest News

ଭୁବନେଶ୍ୱର: ନବ କଳେବର ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଗତକାଲି  ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ପରିପେକ୍ଷୀରେ ଏହି ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ବିଧାନ ସଭା ଭିତରେ ଓ ବାହାରେ ସରକାର ବାହସ୍ପଟ ମାରିଥିଲେ ଯେ ନବ କଳେବର ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ଚାଲିବ । କିନ୍ତୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନବ କଳେବରକୁ ବ୍ୟବସ୍ଥିତ କରିବାରେ ସରକାର ବିଫଳ ହେବା ସହିତ ମନ୍ଦିରର ରୀତିନୀତି ଓ ପରମ୍ପରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏଥିପାଇଁ ନରସିଂହ ମିଶ୍ର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବ୍ରହ୍ମ ପରିବର୍ତ୍ତନ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହାସହ ସେ ୧୯୯୬ ନବ କଳେବରର ଉଦାହରଣ ଦେଇଥିଲେ । ଶ୍ରୀ ମିଶ୍ର କହିଥିଲେ, ଗତ ନବ କଳେବର ବେଳେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ । ନବ କଳେବରର ସମସ୍ତ କାର୍ଯ୍ୟ ସେ ନିଜେ ତଦାରଖ କରୁଥିଲେ । ଏପରି କି ବରାବର ପୁରୀ ଯାଇ ସମସ୍ତଙ୍କୁ ଭେଟୁଥିଲେ ଓ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରୁଥିଲେ । ତେଣୁ ସେହି ନବ କଳେବରରେ କୌଣସି ପ୍ରକାର ବିଭ୍ରାଟ ହୋଇ ନ ଥିଲା ।

ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତି, ସରକାର ସେବାୟତଙ୍କୁ ଡରିଗଲେ । ବିଭ୍ରାଟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ଦାବି କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, ମନ୍ଦିର ନୀତିରେ ସରକାରଙ୍କର କୌଣସି ଭୂମିକା ନ ଥାଏ। ତେବେ ହୋଇଥିବା ବିଶୃଙ୍ଖଳା ନେଇ ମନ୍ଦିର ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story