ନବକଳେବର ଭିତ୍ତିଭୂମି କାମ ସରିବା ଡେଡଲାଇନ ୭କୁ ଘୁଞ୍ଚିଲା

ଭୁବନେଶ୍ୱର: ନବକଳେବର ଭିତ୍ତିଭୂମି କାମ ସରୁ ନ ଥିବାରୁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାର କାରଣ ହୋଇଛି । ଜୁନ ୩୦ ତାରିଖରେ ସରିବାକୁ ଥିବାବେଳେ ଏବେ ଏହି ଡଆଡଲାନକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୭ ତାରିଖରେ ସବୁ କାମ ଶେଷ ହୋଇଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂର୍ତ୍ତ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଥିବା ବେଳେ ଏହି ବିଭାଗର କାମ ସରି ନ ଥିବାରୁ ଏହା ତାଙ୍କର ଚିନ୍ତାକୁ ବଢାଇ ଦେଇଛି […]

CI7IqzaUwAE4imt

CI7IqzaUwAE4imt

Rakesh Mallick
  • Published: Friday, 03 July 2015
  • Updated: 03 July 2015, 02:30 AM IST

Sports

Latest News

puriଭୁବନେଶ୍ୱର: ନବକଳେବର ଭିତ୍ତିଭୂମି କାମ ସରୁ ନ ଥିବାରୁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାର କାରଣ ହୋଇଛି । ଜୁନ ୩୦ ତାରିଖରେ ସରିବାକୁ ଥିବାବେଳେ ଏବେ ଏହି ଡଆଡଲାନକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୭ ତାରିଖରେ ସବୁ କାମ ଶେଷ ହୋଇଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂର୍ତ୍ତ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଥିବା ବେଳେ ଏହି ବିଭାଗର କାମ ସରି ନ ଥିବାରୁ ଏହା ତାଙ୍କର ଚିନ୍ତାକୁ ବଢାଇ ଦେଇଛି । ଏପଟେ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଘନଘନ ବୈଠକ ଓ ସମୀକ୍ଷା କରାଯାଇ କାହିଁକି ଧାର୍ଯ୍ୟ ସମୟ ଭିତରେ କାମ ସରିପାରୁନି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story