ନବକଳେବର ବିଭ୍ରାଟ ପ୍ରସଙ୍ଗ: ସରକାରଙ୍କୁ ଘେରିଲେ କଂଗ୍ରେସ, ବିଜେପି

ଭୁବନେଶ୍ୱର: ନବକଳେବର ବର୍ଷର ପ୍ରଥମ ରଥଯାତ୍ରକୁ ଆଉ ୨ ସପ୍ତାହ ଥିବାବେଳେ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ନ ହେବାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଉନ୍ନୟନ କାର୍ଯ୍ୟ ପରିଚାଳନା କରିବା ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ହରିଚନ୍ଦନ ପରିମଳ ବ୍ୟବସ୍ଥା ଉନ୍ନତି ନେଇ ପ୍ରଶ୍ନ ଉଠାଇଛନ୍ତି […]

bjp1

bjp1

Rakesh Mallick
  • Published: Friday, 03 July 2015
  • Updated: 03 July 2015, 08:48 AM IST

Sports

Latest News

ଭୁବନେଶ୍ୱର: ନବକଳେବର ବର୍ଷର ପ୍ରଥମ ରଥଯାତ୍ରକୁ ଆଉ ୨ ସପ୍ତାହ ଥିବାବେଳେ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ନ ହେବାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଉନ୍ନୟନ କାର୍ଯ୍ୟ ପରିଚାଳନା କରିବା ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ହରିଚନ୍ଦନ ପରିମଳ ବ୍ୟବସ୍ଥା ଉନ୍ନତି ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଏବେ ଜିଲ୍ଲାରେ ଜଣ୍ଡିସ ବ୍ୟାପିଛି । ବିଭିନ୍ନ ଡାକ୍ତରଖାନାରେ ୩୫୦ରୁ ଊର୍ଦ୍ଧ୍ୱ ଜଣ୍ଡିସ ରୋଗି ଭର୍ତ୍ତି ହୋଇଛନ୍ତି । ପୁରୀ ସହରରେ ୧୬ ଡାକ୍ତର ପଦବୀ ଖାଲି ପଡିଛି । ରାସ୍ତା, ଫ୍ଲାଇଓଭର କାମ ଅଧାପନ୍ତରିଆ ହୋଇ ପଡି ରହିଥିବା ସେ କହିଛନ୍ତି । ଏହାସହ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ ବହୁ ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ ତାଙ୍କୁ କେରଳକୁ ବଦଳି କରିଦିଆଗଲା । ପ୍ରିନ୍ସପାଲ ଏଜି ପଟ୍ଟନାୟକ ଶ୍ରୀମନ୍ଦିର ଅଡିଟ ପାଇଁ ଚିଠି ଲେଖିଥିଲେ ବୋଲି ପ୍ରସାଦ ଅଭିଯୋଗ କରିଛନ୍ତି । ଉନ୍ନୟନ କାର୍ଯ୍ୟ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଭିତ୍ତିଭୂମି ବିକାଶକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ ଲୋକ ଦେଖାଣିଆ । ଭିତ୍ତିଭୂମି ବିକାଶ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ । କାହାକୁ କେତେ ଟଙ୍କା ଦିଆଯାଇଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story