ନବକଳେବର ସମୟରେ ପୁରୀରେ ଖୋଲିବ ଷ୍ଟେଟବ୍ୟାଙ୍କର ୧୦ ଏଟିଏମ୍

ଭୁବନେଶ୍ୱର: ନବକଳେବରକୁ ଦୃଷ୍ଟିରେ ରଖି ପୁରୀରେ ୧୦ଟି ନୂଆ ଏଟିଏମ୍ ଖୋଲିବ ଭାରତୀୟ ଷ୍ଟେଟବ୍ୟାଙ୍କ । ସେହିପରି ଖୁଚୁରା ମେସିନ ଲଗାଯିବା ସହ ଜଳଛତ୍ର ସ୍ଥାପନ କରାଯିବ । ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଷ୍ଟେଟବ୍ୟାଙ୍କର ମହା ପ୍ରବନ୍ଧକ କୃଷ୍ଣମୋହନ ତ୍ରିବେଦୀ । ଚଳିତବର୍ଷ ରାଜ୍ୟରେ ୧୭୨ଟି ନୂଆ ଏଟିଏମ୍ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ରାଜ୍ୟର ୮୨୧ ଶାଖାରେ ୭୫ ହଜାର କୋଟି […]

steatebakn

steatebakn

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 04:14 AM IST

Sports

Latest News

ଭୁବନେଶ୍ୱର: ନବକଳେବରକୁ ଦୃଷ୍ଟିରେ ରଖି ପୁରୀରେ ୧୦ଟି ନୂଆ ଏଟିଏମ୍ ଖୋଲିବ ଭାରତୀୟ ଷ୍ଟେଟବ୍ୟାଙ୍କ । ସେହିପରି ଖୁଚୁରା ମେସିନ ଲଗାଯିବା ସହ ଜଳଛତ୍ର ସ୍ଥାପନ କରାଯିବ । ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଷ୍ଟେଟବ୍ୟାଙ୍କର ମହା ପ୍ରବନ୍ଧକ କୃଷ୍ଣମୋହନ ତ୍ରିବେଦୀ । ଚଳିତବର୍ଷ ରାଜ୍ୟରେ ୧୭୨ଟି ନୂଆ ଏଟିଏମ୍ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ରାଜ୍ୟର ୮୨୧ ଶାଖାରେ ୭୫ ହଜାର କୋଟି ଟଙ୍କା ବ୍ୟବସାୟ ହୋଇଛି । ଏହାସହ ରାଜ୍ୟରେ କୃଷି କ୍ଷେତ୍ରର ଉନ୍ନତି ପାଇଁ ୩୧ ଶହ କୋଟି ଟଙ୍କା ବିନିଯୋଗ କରାଯାଇଥିବା ତ୍ରିବେଦୀ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story