ନନ୍ଦନକାନନରେ ଗୟଳ ଶାବକ ‘ଗୌରୀ’ର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସକାଳେ ଗୟଳ ଶାବକ ‘ଗୌରୀ’ର ମୃତ୍ୟୁ ଘଟିଛି। ଗତ ୨୦ ଦିନ ହେଲା ମୁତ୍ରାଶୟରେ ସଂକ୍ରମଣ ହୋଇ ଗୌରୀ ଅସୁସ୍ଥ ଥିଲା। ଗତ ଜୁନ୍‌ ୧୮ରେ ‘ଗୌରୀ’  ଜନ୍ମ ହୋଇଥିଲା। ଗତକାଲି ସବୁଠାରୁ ବୟସ୍କା ବାଘୁଣୀ ‘ସୁଷମା’ର ମୃତ୍ୟୁ ଘଟିଥିଲା। ଗତ ୩ ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ‘ସୁଷମା’ ଚିକିତ୍ସାଧୀନ ଥିଲା।

nandankanann

Rakesh Mallick
  • Published: Monday, 04 July 2016
  • , Updated: 04 July 2016, 11:50 AM IST

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସକାଳେ ଗୟଳ ଶାବକ ‘ଗୌରୀ’ର ମୃତ୍ୟୁ ଘଟିଛି। ଗତ ୨୦ ଦିନ ହେଲା ମୁତ୍ରାଶୟରେ ସଂକ୍ରମଣ ହୋଇ ଗୌରୀ ଅସୁସ୍ଥ ଥିଲା। ଗତ ଜୁନ୍‌ ୧୮ରେ ‘ଗୌରୀ’  ଜନ୍ମ ହୋଇଥିଲା।

ଗତକାଲି ସବୁଠାରୁ ବୟସ୍କା ବାଘୁଣୀ ‘ସୁଷମା’ର ମୃତ୍ୟୁ ଘଟିଥିଲା। ଗତ ୩ ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ‘ସୁଷମା’ ଚିକିତ୍ସାଧୀନ ଥିଲା।

Related story