ନନ୍ଦନକାନନରେ ଖୋଲିଲା ରାତ୍ରିଚର ପ୍ରାଣୀଗୃହ

ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନକାନନରେ ଖୋଲିଲା ରାତ୍ରିଚର ପ୍ରାଣୀଗୃହ। ଆଜି ୫୬ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ରାତ୍ରୀଚର ପ୍ରାଣୀ ଗୃହ ଉଦଘାଟନ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉଦଘାଟନ କରିଛନ୍ତି। ୮୦ ଲକ୍ଷ ଟଙ୍କା ବ୍ୟୟରେ ରାତ୍ରିଚର ପ୍ରାଣୀଗୃହ ନିର୍ମାଣ କରାଯାଇଛି। ଏଥିରେ ୧୨ ପ୍ରଜାତିର ରାତ୍ରିଚର ପ୍ରାଣୀ ରହିବାର ବ୍ୟବସ୍ଥା କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହାକୁ ନିର୍ମାଣ କରାଯାଇଛି। ନନ୍ଦନକାନନର ୫୬ ତମ ପ୍ରତିଷ୍ଠା ଦିବସ […]

nandankana

nandankana

Rakesh Mallick
  • Published: Tuesday, 29 December 2015
  • Updated: 29 December 2015, 10:58 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନକାନନରେ ଖୋଲିଲା ରାତ୍ରିଚର ପ୍ରାଣୀଗୃହ। ଆଜି ୫୬ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ରାତ୍ରୀଚର ପ୍ରାଣୀ ଗୃହ ଉଦଘାଟନ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉଦଘାଟନ କରିଛନ୍ତି। ୮୦ ଲକ୍ଷ ଟଙ୍କା ବ୍ୟୟରେ ରାତ୍ରିଚର ପ୍ରାଣୀଗୃହ ନିର୍ମାଣ କରାଯାଇଛି। ଏଥିରେ ୧୨ ପ୍ରଜାତିର ରାତ୍ରିଚର ପ୍ରାଣୀ ରହିବାର ବ୍ୟବସ୍ଥା କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହାକୁ ନିର୍ମାଣ କରାଯାଇଛି।

ନନ୍ଦନକାନନର ୫୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ନନ୍ଦନକାନନ ଦିନକୁ ଦିନ ଉନ୍ନତି କରୁଛି। ବର୍ଷକୁ ବର୍ଷ ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ଏହା ନିଶ୍ଚିତ ଭାବେ ଖୁସିର କଥା। ଏଥିପାଇଁ ନନ୍ଦନକାନନର ସମସ୍ତ ଅଧିକାରୀ ଓ କର୍ମଚାରୀ ଧନ୍ୟବାଦର ପାତ୍ର। ୨୦୧୪-୧୫ ବର୍ଷରେ ନନ୍ଦନକାନନକୁ ୧୯ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ସେହିଭଳି ୨୦୧୫-୧୬ ବର୍ଷରେ ଏହି ସଂଖ୍ୟା ୩୦ ଲକ୍ଷ ଛୁଇଁବ ବୋଲି ଆଶା କରାଯାଉଛି।

ସେ କହିଥିଲେ, ଆସନ୍ତା ବର୍ଷ ନନ୍ଦନକାନନରେ ଏକ କୁମ୍ଭୀର ଏନକ୍ଲୋଜର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ରାଜ୍ୟ ବାହାରୁ ବିଭିନ୍ନ ଚିଡିଆଖାନାରୁ ବିଦେଶୀ କୁମ୍ଭୀରମାନଙ୍କୁ ଆଣି ରଖାଯିବ। ଏହା ପର୍ଯ୍ୟଟକମାନଙ୍କୁ ନିଶ୍ଚିତ ଭାବେ ଆକର୍ଷିତ କରିବ। ସେହିପରି ନନ୍ଦନକାନରର ବଟାନିକାଲ୍ ଗାର୍ଡେନରେ ଏକ ମାଂସାସୀ ଉଦ୍ଭିଦ ଉଦ୍ୟାନ ମଧ୍ୟ ଆରମ୍ଭ କରାଯିବାକୁ ଯୋଜନା ରହିଛି। ଟୟ ଟ୍ରେନ ବ୍ୟବସ୍ଥାକୁ ଖୁବଶୀଘ୍ର ପୁନଃରୁଦ୍ଧାର କରାଯିବ। ରୋପ୍ ୱେକୁ ମଧ୍ୟ ଖୁବଶୀଘ୍ର ପୁନର୍ବାର କାର୍ଯ୍ୟକ୍ଷମ କରାଯିବ।  ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କୁ ଠିକଣା ଆତିଥ୍ୟ ଯୋଗାଇ ଦେବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିଭଳି ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ ନନ୍ଦନକାନନର ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଧନ୍ୟବାଦର ପାତ୍ର। ଆଗାମୀ ଦିନଗୁଡ଼ିକରେ ସେମାନଙ୍କ ସମସ୍ୟାଗୁଡ଼ିକର ସମାଧାନ କରାଯିବା ଉପରେ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story