‘କାଞ୍ଜିଆ ହ୍ରଦ ପୁନରୁଦ୍ଧାର କରାଯିବ’

ଭୁବନେଶ୍ୱର: ନନ୍ଦନକାନନ ନିକଟସ୍ଥ କାଞ୍ଜିଆ ହ୍ରଦ ପୁନରୁଦ୍ଧାର କରାଯିବ। ଏଥିପାଇଁ ସରକାରଙ୍କଠାରୁ ଅନୁମତି ମିଳିଛି। ବିଶ୍ୱ ଆର୍ଦ୍ରଭୂମି ଦିବସ ଅବସରରେ ନନ୍ଦନକାନନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟ। ସେ କହିଛନ୍ତି,“ଏହି ପୁନରୁଦ୍ଧାର କାମ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କରିବେ। ଏଥିପାଇଁ ସରକାର ୪୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ବର୍ତ୍ତମାନ କାଞ୍ଜିଆ ହ୍ରଦର ଅନେକ ଅଂଶ ପଙ୍କରେ ପୋତି ହୋଇଯାଇଥିବା ବେଳେ ଦଳ ଭର୍ତ୍ତି ହୋଇ […]

kanjia lake

kanjia lake

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 09:39 PM IST

Sports

Latest News

ଭୁବନେଶ୍ୱର: ନନ୍ଦନକାନନ ନିକଟସ୍ଥ କାଞ୍ଜିଆ ହ୍ରଦ ପୁନରୁଦ୍ଧାର କରାଯିବ। ଏଥିପାଇଁ ସରକାରଙ୍କଠାରୁ ଅନୁମତି ମିଳିଛି। ବିଶ୍ୱ ଆର୍ଦ୍ରଭୂମି ଦିବସ ଅବସରରେ ନନ୍ଦନକାନନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟ।

ସେ କହିଛନ୍ତି,“ଏହି ପୁନରୁଦ୍ଧାର କାମ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କରିବେ। ଏଥିପାଇଁ ସରକାର ୪୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ବର୍ତ୍ତମାନ କାଞ୍ଜିଆ ହ୍ରଦର ଅନେକ ଅଂଶ ପଙ୍କରେ ପୋତି ହୋଇଯାଇଥିବା ବେଳେ ଦଳ ଭର୍ତ୍ତି ହୋଇ ରହିଛି।”

ବିଶ୍ୱ ଆର୍ଦ୍ରଭୂମି ଦିବସ ଅବସରରେ ନନ୍ଦନକାନନରେ ଏକ ଶୋଭାଯାତ୍ରା କରାଯାଇଥିଲା। ଏହି ରାଲିରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story