ନରସିଂହପୁର:  ଶ୍ରେଣୀଗୃହ ଅଭାବ ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ନରସିଂହପୁର: କଟକ ଜିଲ୍ଲା କଦମ୍ବା ବ୍ଲକର ଭତାଘାଟ ପାଟଣାସାହି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଶ୍ରେଣୀଗୃହର ଅଭାବ ନେଇ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଆଜି ରାସ୍ତାରୋକ କରିଛନ୍ତି । ଏହା ଦ୍ୱାରା କଟକ-ନରସିଂହପୁର ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ  ବନ୍ଦ କରିଦିଆଯାଇଛି। ରାସ୍ତାରୋକ କରିବା ଦ୍ୱାରା ଲୋକମାନେ ଯାତାୟତ କରିବାରେ  ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

daa

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 07:47 AM IST

Related story