ଆଜିଠୁ ଟ୍ରକ୍‌ ଧର୍ମଘଟ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍&zwnj; ଧର୍ମଘଟ ଆରମ୍ଭ ହୋଇଛି।&nbsp; ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଦିଆଯାଇଥିବା ଏହି ଟ୍ରକ୍&zwnj; ଧର୍ମଘଟ ଡାକରାକୁ ଓଡ଼ିଶା ଟ୍ରକ୍&zwnj; ମାଲିକ ମହାସଂଘ ସମର୍ଥନ ଜଣାଇଛି। ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ରାଜ୍ୟର ସମସ୍ତ ଟ୍ରକ୍&zwnj; ଚଳାଚଳ ବନ୍ଦ ରହିଛି।</p> <p>ଟୋଲ୍&zwnj; ଗେଟ୍ ଉଚ୍ଛେଦ, ଡିଜେଲକୁ ଜିଏସ୍&zwnj;ଟି ଅନ୍ତର୍ଭୁକ୍ତ କରିବା ଏବଂ ଥାର୍ଡ ପାଟି ଇନ୍&zwnj;ସୁରାନ୍ସକୁ ବନ୍ଦ କରିବା ଭଳି ବିଭିନ୍ନ ଦାବିରେ ଦେଶବ୍ୟାପୀ ଟ୍ରକ୍&zwnj; ଧର୍ମଘଟ ଡାକରା ଦିଆଯାଇଛି।</p>

Ordigital Desk
  • Published: Friday, 20 July 2018
  • Updated: 20 July 2018, 08:09 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍&zwnj; ଧର୍ମଘଟ ଆରମ୍ଭ ହୋଇଛି।&nbsp; ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଦିଆଯାଇଥିବା ଏହି ଟ୍ରକ୍&zwnj; ଧର୍ମଘଟ ଡାକରାକୁ ଓଡ଼ିଶା ଟ୍ରକ୍&zwnj; ମାଲିକ ମହାସଂଘ ସମର୍ଥନ ଜଣାଇଛି। ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ରାଜ୍ୟର ସମସ୍ତ ଟ୍ରକ୍&zwnj; ଚଳାଚଳ ବନ୍ଦ ରହିଛି।</p><p>ଟୋଲ୍&zwnj; ଗେଟ୍ ଉଚ୍ଛେଦ, ଡିଜେଲକୁ ଜିଏସ୍&zwnj;ଟି ଅନ୍ତର୍ଭୁକ୍ତ କରିବା ଏବଂ ଥାର୍ଡ ପାଟି ଇନ୍&zwnj;ସୁରାନ୍ସକୁ ବନ୍ଦ କରିବା ଭଳି ବିଭିନ୍ନ ଦାବିରେ ଦେଶବ୍ୟାପୀ ଟ୍ରକ୍&zwnj; ଧର୍ମଘଟ ଡାକରା ଦିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos