ମୋଦିଙ୍କୁ ଟେଲିଫୋନ୍ କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେଡି ପୁଣିଥରେ ସରକାର ଗଠନ କରିବା ସ୍ପଷ୍ଟ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ମାଧ୍ୟମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାର ପ୍ରତ୍ୟୁତ୍ତରରେ ନବୀନ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ରରେ ମୋଦିଙ୍କ ନେତୃତରେ ଏନଡିଏ ପୁଣିଥରେ ସରକାର ଗଠନ କରୁଥିବାରୁ ନବୀନ ତାଙ୍କୁ ଶୁଭକାମନା ଜଣାଇଥିବା ସୂଚନା ମିଳିଛି। ଦୁଇ ନେତା ପ୍ରାୟ ୫ମିନିଟ୍ ଧରି ଟେଲିଫୋନରେ […]

modi-launches-frontal-attack-on-naveen-patnaik-at-kendrapara-and-baleswar

modi-launches-frontal-attack-on-naveen-patnaik-at-kendrapara-and-baleswar

Subrat Kumar Nayak
  • Published: Thursday, 23 May 2019
  • Updated: 23 May 2019, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେଡି ପୁଣିଥରେ ସରକାର ଗଠନ କରିବା ସ୍ପଷ୍ଟ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ମାଧ୍ୟମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାର ପ୍ରତ୍ୟୁତ୍ତରରେ ନବୀନ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି।

କେନ୍ଦ୍ରରେ ମୋଦିଙ୍କ ନେତୃତରେ ଏନଡିଏ ପୁଣିଥରେ ସରକାର ଗଠନ କରୁଥିବାରୁ ନବୀନ ତାଙ୍କୁ ଶୁଭକାମନା ଜଣାଇଥିବା ସୂଚନା ମିଳିଛି। ଦୁଇ ନେତା ପ୍ରାୟ ୫ମିନିଟ୍ ଧରି ଟେଲିଫୋନରେ କଥା ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos