‘ଜଗା, କାଳିଆଙ୍କୁ ଓଡ଼ିଶା ସବୁଦିନ ମନେ ରଖିବ’

<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ଜଗାକାଳିଆଙ୍କୁ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ନବୀନ ଚିକିତ୍ସା କରୁଥିବା ଡାକ୍ତର ଟିମ୍&zwnj; ସହ ଆଲୋଚନା କରିବା ସହ ଜଗା, କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ନବୀନ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ପ୍ରଶଂସା କରିବା ସହ ଜଗା, କାଳିଆଙ୍କୁ ଓଡ଼ିଶା ସବୁଦିନ ମନେ ରଖିବ ବୋଲି କହିଛନ୍ତି। ଜଗା, କାଳିଆଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ବାପା ମାଙ୍କୁ ଆଶ୍ୱାସନା ଦେଇଛନ୍ତି।</p> <p>ଅପରେସନ ପରେ ଜୋଡାମୁଣ୍ଡ ଅଲଗା ହେବା ପରେ ଉଭୟ ଜଗା, କାଳିଆ ଉପରେ ଡାକ୍ତର ଟିମ୍&zwnj; ନଜର ରଖିଛନ୍ତି। ସେମାନଙ୍କ ସ୍ୱାବସ୍ଥାରେ ସୁଧାର ଆସିଛି। ଗତକାଲି ଭେଣ୍ଟିଲେଟରୁ କାଳିଆକୁ ବାହାର କରାଯାଇ ଆଇସିୟୁରେ ରଖାଯାଇଛି। ଜଗାର ଅବସ୍ଥା ଦିନକୁ ଦିନ ସୁଧୁରିବାରେ ଲାଗିଛି।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 05:04 PM IST

Sports

Latest News

<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ଜଗାକାଳିଆଙ୍କୁ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ନବୀନ ଚିକିତ୍ସା କରୁଥିବା ଡାକ୍ତର ଟିମ୍&zwnj; ସହ ଆଲୋଚନା କରିବା ସହ ଜଗା, କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ନବୀନ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ପ୍ରଶଂସା କରିବା ସହ ଜଗା, କାଳିଆଙ୍କୁ ଓଡ଼ିଶା ସବୁଦିନ ମନେ ରଖିବ ବୋଲି କହିଛନ୍ତି। ଜଗା, କାଳିଆଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ବାପା ମାଙ୍କୁ ଆଶ୍ୱାସନା ଦେଇଛନ୍ତି।</p><p>ଅପରେସନ ପରେ ଜୋଡାମୁଣ୍ଡ ଅଲଗା ହେବା ପରେ ଉଭୟ ଜଗା, କାଳିଆ ଉପରେ ଡାକ୍ତର ଟିମ୍&zwnj; ନଜର ରଖିଛନ୍ତି। ସେମାନଙ୍କ ସ୍ୱାବସ୍ଥାରେ ସୁଧାର ଆସିଛି। ଗତକାଲି ଭେଣ୍ଟିଲେଟରୁ କାଳିଆକୁ ବାହାର କରାଯାଇ ଆଇସିୟୁରେ ରଖାଯାଇଛି। ଜଗାର ଅବସ୍ଥା ଦିନକୁ ଦିନ ସୁଧୁରିବାରେ ଲାଗିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos