ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେଡିକୁ ଅପୂର୍ବ ସଫଳତା ମିଳିଛି। ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୟ ପାଇଁ ଦଳର ନେତା ଓ କର୍ମୀମାନଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ସେହିପରି ବିପୁଳ ବିଜୟ ପାଇଁ ମହିଳାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ନବୀନ। ଜାତୀୟ ରାଜନୀତିରେ ବିଜେଡିର ଭୂମିକାକୁ ନେଇ ପ୍ରଶ୍ନରେ ନବୀନ କହିଛନ୍ତି-“କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସଂପର୍କ ରଖି କାମ କରିବୁ। କେନ୍ଦ୍ରରେ ବିଜୟ ନେଇ ପ୍ରଧାନମନ୍ତ୍ରୀ […]

naveen

naveen

Manoranjan Sial
  • Published: Friday, 24 May 2019
  • Updated: 24 May 2019, 04:42 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେଡିକୁ ଅପୂର୍ବ ସଫଳତା ମିଳିଛି। ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୟ ପାଇଁ ଦଳର ନେତା ଓ କର୍ମୀମାନଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ସେହିପରି ବିପୁଳ ବିଜୟ ପାଇଁ ମହିଳାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ନବୀନ।

ଜାତୀୟ ରାଜନୀତିରେ ବିଜେଡିର ଭୂମିକାକୁ ନେଇ ପ୍ରଶ୍ନରେ ନବୀନ କହିଛନ୍ତି-“କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସଂପର୍କ ରଖି କାମ କରିବୁ। କେନ୍ଦ୍ରରେ ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍‌ରେ କୃତଜ୍ଞତା ଜଣାଇଛି। ଆସନ୍ତା ୫ ବର୍ଷରେ କଲ୍ୟାଣମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବୁ।”

ମୋଦି ହାୱା ନେଇ ନବୀନ କହିଛନ୍ତି-“ସାରା ଦେଶରେ ମୋଦି ହାଓ୍ଵା ରହିଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ଲୋକସଭା ଓ ବିଧାନସଭାରେ ଅଲଗା ରେଜଲ୍ଟ ଆସୁଛି।”

ସୂଚନାରୁ ପ୍ରକାଶ, ବିଜେଡି ୧୧୨ଟି ବିଧାନସଭା ଆସନରେ ବିଜୟ ଲାଭ ହୋଇଛି। ମୋଦି ହାୱା ସତ୍ତ୍ୱେ ବିଜେଡି ଲୋକସଭା ପ୍ରାର୍ଥୀମାନେ ବିଜେପିକୁ କଡା ଟକ୍କର ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story