ମହାନଦୀ ଜଳ ବିବାଦ ମାମଲା: ତୁରନ୍ତ ଟ୍ରିବ୍ୟୁନାଲ ଗଠନ ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ବିବାଦର ସମାଧାନ ଲାଗି ତୁରନ୍ତ ଟ୍ରିବ୍ୟୁନାଲ ଗଠନ ପାଇଁ ପଦକ୍ଷେପ ନେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି, ଟ୍ରିବ୍ୟୁନାଲ ଗଠନ ବିଳମ୍ବ ହେଲେ ଛତିଶଗଡ଼କୁ ସୁହାଇବ। ଛତିଶଗଡ଼ ବ୍ୟାରେଜ ନିର୍ମାଣ ଜାରି ରଖିଲେ ଓଡ଼ିଶା କ୍ଷତିଗ୍ରସ୍ତ ହେବ। ଏହାକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉ।”

ଏହି ମାମଲାରେ ଟ୍ରିବ୍ୟୁନାଲ ଗଠନ ହେବ ବୋଲି ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି।

ନବୀନ, ମୋଦିଙ୍କୁ ଚିଠି ଲେଖିବା ପରେ ଉଭୟ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି। ଟ୍ରିବ୍ୟୁନାଲ ଗଠନ ଲାଗି କେବଳ ଚିଠି ଲେଖିଦେଇ ମୁଖ୍ୟମନ୍ତ୍ରୀ ଦୋଷ ଛଡେଇବାକୁ ଚେଷ୍ଟା କରୁଛନ୍ତି ବୋଲି ଉଭୟ ଦଳ ଅଭିଯୋଗ କରିଛନ୍ତି।

Ordigital Desk
• Published: Wednesday, 08 November 2017
• Updated: 08 November 2017, 05:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ବିବାଦର ସମାଧାନ ଲାଗି ତୁରନ୍ତ ଟ୍ରିବ୍ୟୁନାଲ ଗଠନ ପାଇଁ ପଦକ୍ଷେପ ନେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି, ଟ୍ରିବ୍ୟୁନାଲ ଗଠନ ବିଳମ୍ବ ହେଲେ ଛତିଶଗଡ଼କୁ ସୁହାଇବ। ଛତିଶଗଡ଼ ବ୍ୟାରେଜ ନିର୍ମାଣ ଜାରି ରଖିଲେ ଓଡ଼ିଶା କ୍ଷତିଗ୍ରସ୍ତ ହେବ। ଏହାକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉ।”

ଏହି ମାମଲାରେ ଟ୍ରିବ୍ୟୁନାଲ ଗଠନ ହେବ ବୋଲି ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି।

ନବୀନ, ମୋଦିଙ୍କୁ ଚିଠି ଲେଖିବା ପରେ ଉଭୟ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି। ଟ୍ରିବ୍ୟୁନାଲ ଗଠନ ଲାଗି କେବଳ ଚିଠି ଲେଖିଦେଇ ମୁଖ୍ୟମନ୍ତ୍ରୀ ଦୋଷ ଛଡେଇବାକୁ ଚେଷ୍ଟା କରୁଛନ୍ତି ବୋଲି ଉଭୟ ଦଳ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos