୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ସହାୟତା ହାତ ବଢ଼ାଇଛନ୍ତି। ଆମେରିକାରେ ରହୁଥିବା ପ୍ରତିଷ୍ଠିତ ଲେଖିକା ଶ୍ରୀମତୀ ମେହେଟ୍ଟା ଓଡ଼ିଶାର ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ବାତ୍ୟା ପ୍ରଭାବିତ ଓଡ଼ିଶାର ପୁନଃଗଠନ ପାଇଁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିବା ପରେ ଏବେ ସବୁ ମହଲରୁ ସହାୟତାର ସୁଅ ଛୁଟିବାରେ ଲାଗିଛି।

naveens-sister-gita-mehta-donates-ten-lakhs-to-cmrf-for-post-fani-reconstruction

Manoranjan Sial
  • Published: Thursday, 16 May 2019
  • Updated: 16 May 2019, 03:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ସହାୟତା ହାତ ବଢ଼ାଇଛନ୍ତି। ଆମେରିକାରେ ରହୁଥିବା ପ୍ରତିଷ୍ଠିତ ଲେଖିକା ଶ୍ରୀମତୀ ମେହେଟ୍ଟା ଓଡ଼ିଶାର ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ବାତ୍ୟା ପ୍ରଭାବିତ ଓଡ଼ିଶାର ପୁନଃଗଠନ ପାଇଁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିବା ପରେ ଏବେ ସବୁ ମହଲରୁ ସହାୟତାର ସୁଅ ଛୁଟିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos