୬ରୁ ଜୋରଦାର ଲଢ଼େଇ କରିବ ଚାଷୀ ସଂଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବା ନବନିର୍ମାଣ କୃଷକ ସଂଗଠନ ଆସନ୍ତା ଫେବୃୟାରୀ ମାସ ୬ତାରିଖରୁ ଅନବରତ ଲଢ଼େଇ କରିବ ବୋଲି ଘୋଷଣା କରିଛି। ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀମାନେ ଆଗାମୀ ଦିନରେ ଅର୍ଥନୀତିକ ଅବରୋଧ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ […]

navnirman-krushak-sangathan

navnirman-krushak-sangathan

Manoranjan Sial
  • Published: Sunday, 20 January 2019
  • Updated: 20 January 2019, 07:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବା ନବନିର୍ମାଣ କୃଷକ ସଂଗଠନ ଆସନ୍ତା ଫେବୃୟାରୀ ମାସ ୬ତାରିଖରୁ ଅନବରତ ଲଢ଼େଇ କରିବ ବୋଲି ଘୋଷଣା କରିଛି। ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀମାନେ ଆଗାମୀ ଦିନରେ ଅର୍ଥନୀତିକ ଅବରୋଧ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ, ଅକ୍ଟୋବର ୨୯ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଷୀମାନେ ଐତିହାସିକ ପଦଯାତ୍ରା ଯୋଗୁ ରାଜ୍ୟ ସରକାର ମନ୍ତ୍ରିସ୍ତରୀୟ କମିଟି ଗଠନ କଲେ। ଏହି କମିଟି ୨ଥର ବୈଠକ କଲା, କିନ୍ତୁ ଚାଷୀ ସଂଗଠନର ଦାବି ଉପରେ କୌଣସି ଠୋସ୍ ପଦକ୍ଷେପ ନିଆଗଲାନି। ଓଲଟା ‘କାଳିଆ’ ଯୋଜନା କରି ଚାଷୀଙ୍କ ଦାବିକୁ ସରକାର ଏଡ଼ାଇଗଲେ। ଅନ୍ୟ ରାଜ୍ୟ ସରକାରମାନେ ଯେଭଳି ଚାଷୀଙ୍କ ଦାବିକୁ ବିଚାରକୁ ନେଇ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର ସେଭଳି ପଦକ୍ଷେପ ନିଅନ୍ତୁ ବୋଲି ନବନିର୍ମାଣ କୃଷକ ସଂଗଠନ ଦାବି କରିଛି।

ସଂଗଠନ ପୂର୍ବରୁ ଚାଷୀ ସୁରକ୍ଷା ଭତ୍ତା ଦାବି କରିଆସୁଛି । ରାଜ୍ୟରେ ୩୬ଲକ୍ଷ ଚାଷୀଙ୍କ ପାଇଁ ୫ହଜାର ଟଙ୍କା ଲେଖାଏ ସୁରକ୍ଷା ଭତ୍ତା ବର୍ଷକୁ ୨୧ହଜାର ୬୦୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରିବା ପାଇଁ ସଂଗଠନ ଦାବି କରୁଛି। ସରକାର ତୁରନ୍ତ ଅଧ୍ୟାଦେଶ ମାଧ୍ୟମରେ ଏହି ବଜେଟ୍ ବ୍ୟବସ୍ଥା କରନ୍ତୁ, ନଚେତ୍ ଫେବୃୟାରୀ ୬ ତାରିଖରୁ ବିଶାଳ ଚାଷୀ ସମାବେଶ, ଅର୍ଥନୀତିକ ଅବରୋଧ ଓ ସବୁସ୍ତରରେ ଲଢ଼େଇ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶେଷଦେବ ନନ୍ଦଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story