ନବନିର୍ମାଣର ‘ଓଡ଼ିଶା ବନ୍ଦ’ରେ କେଁ ପୂରାଇଲେ ସରକାର, ଓହରିବାର ପ୍ରଶ୍ନ ଉଠୁନି: ଅକ୍ଷୟ କୁମାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବନିର୍ମାଣ କୃଷକ ସଂଗଠନର ପ୍ରସ୍ତାବିତ ୨୧ ତାରିଖରେ ‘ଓଡ଼ିଶା ବନ୍ଦ’ ଡାକରାକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ମ୍ୟାଟ୍ରିକ ପରୀକ୍ଷାର ଆଳ ଦେଖାଇ ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରୁ ରଖି ପ୍ରସ୍ତାବିତ ଓଡ଼ିଶା ବନ୍ଦ ଡାକରାରୁ ନିବୃତ୍ତ ରହିବାକୁ ରାଜ୍ୟ ସରକାର ଆଜି ନବନିର୍ମାଣ କୃଷକ ସଂଗଠନକୁ ଅନୁରୋଧ କରିଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ ଅନୁସାରେ ନବନିର୍ମାଣ କୃଷକ ସଂଗଠନ ୨୧ ତାରିଖରେ ଓଡ଼ିଶା […]

akhaya

akhaya

Manoranjan Sial
  • Published: Monday, 18 February 2019
  • Updated: 18 February 2019, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବନିର୍ମାଣ କୃଷକ ସଂଗଠନର ପ୍ରସ୍ତାବିତ ୨୧ ତାରିଖରେ ‘ଓଡ଼ିଶା ବନ୍ଦ’ ଡାକରାକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ମ୍ୟାଟ୍ରିକ ପରୀକ୍ଷାର ଆଳ ଦେଖାଇ ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରୁ ରଖି ପ୍ରସ୍ତାବିତ ଓଡ଼ିଶା ବନ୍ଦ ଡାକରାରୁ ନିବୃତ୍ତ ରହିବାକୁ ରାଜ୍ୟ ସରକାର ଆଜି ନବନିର୍ମାଣ କୃଷକ ସଂଗଠନକୁ ଅନୁରୋଧ କରିଛନ୍ତି।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ ଅନୁସାରେ ନବନିର୍ମାଣ କୃଷକ ସଂଗଠନ ୨୧ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି। ଏହି ବନ୍ଦ ସମୟରେ ଯାନବାହନ, ଟ୍ରେନ୍‌ ଚଳାଚଳ, ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଛି। ତେବେ ୨୨ତାରିଖରୁ ମାଟ୍ରିକ ପରୀକ୍ଷା ହେଉଥିବାରୁ ତା’ ପୂର୍ବଦିନ ପରୀକ୍ଷା ପ୍ରଶ୍ନପତ୍ର ସମସ୍ତ କେନ୍ଦ୍ରକୁ ପଠାଯିବ। ପରୀକ୍ଷା ପାଇଁ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯାତାୟାତ କରିବାର ଥିବାରୁ ଏହି ବନ୍ଦ ଡାକରାରୁ ଓହରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି।

ତେବେ ଅନ୍ୟପକ୍ଷରେ ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି-“ଓଡ଼ିଶା ବନ୍ଦ’ ଡାକରା ନିର୍ଦ୍ଧାରିତ ତାରିଖରେ ହେବ। ଏଥିରୁ ଓହରିବାର ପ୍ରଶ୍ନ ଉଠୁନି। ତେବେ ପରୀକ୍ଷା ପ୍ରଶ୍ନପତ୍ର ପରିବହନରେ ଯେଭଳି କୌଣସି ସମସ୍ୟା ନହେବ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ଚାଷୀ କର୍ମକର୍ତ୍ତାମାନଙ୍କୁ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story