ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ: ୧୦ରୁ ଅଧିକ ଘର ଜଳିଲା, ଜଣେ ମାଓବାଦୀ ମୃତ  

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରିରେ ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ୧୦ରୁ ଅଧିକ ଘର ଜାଳିଦେଇଥିବା ବେଳେ ଏହି ସଂଘର୍ଷରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପାପରମେଟଲା ଥାନା ଯୋଡ଼ାଆମ୍ବ ଗାଁରେ ଏହି ଘଟଣା ଘଟିଛି। ମାଓ ଭୟରେ ଲୋକେ ଗାଁ ଛାଡ଼ି ନିକଟସ୍ଥ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। କୁନ୍ତୁରୁପଦର ସ୍ଥିତ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ କଡା ବିରୋଧ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳର ଜନ୍ତୁରାଇଗାଁକୁ ମାଓବାଦୀମାନେ […]

p-908

p-908

Tapas Behera
  • Published: Sunday, 26 January 2020
  • Updated: 26 January 2020, 04:18 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରିରେ ମାଓବାଦୀ–ଗ୍ରାମବାସୀ ମୁହାଁମୁହିଁ। ମାଓବାଦୀମାନେ ୧୦ରୁ ଅଧିକ ଘର ଜାଳିଦେଇଥିବା ବେଳେ ଏହି ସଂଘର୍ଷରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପାପରମେଟଲା ଥାନା ଯୋଡ଼ାଆମ୍ବ ଗାଁରେ ଏହି ଘଟଣା ଘଟିଛି। ମାଓ ଭୟରେ ଲୋକେ ଗାଁ ଛାଡ଼ି ନିକଟସ୍ଥ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। କୁନ୍ତୁରୁପଦର ସ୍ଥିତ ପୁଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ କଡା ବିରୋଧ ଦେଖିବାକୁ ମିଳିଛି ।

ଉକ୍ତ ଅଞ୍ଚଳର ଜନ୍ତୁରାଇଗାଁକୁ ମାଓବାଦୀମାନେ ଆସି ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଗ୍ରାମବାସୀଙ୍କୁ କହିଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ମାଓବାଦୀ ମାନଙ୍କ ସହ ବଚସା ହୋଇ ଥିଲା। ମାଓବାଦୀ ମାନେ ଗୁଳି ଚାଳନା କରିବାରୁ ଗ୍ରାମବାସୀ ଟେକାସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ମାଓବାଦୀଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ଜନ୍ତୁରାଇକୁ ରାସ୍ତା ସଂଯୋଗୀକରଣ କାମ ହୋଇଥିଲା। ତେବେ ଏହାକୁ ମାଓବାଦୀମାନେ କଡା ବିରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story