ନୟାଗଡ: ହାତୀ ମୃତ୍ୟୁ ଘଟଣା ଲୁଚାଇବା ଅଭିଯୋଗରେ ୩ ଫରେଷ୍ଟଗାର୍ଡ ନିଲମ୍ବିତ

ନୟାଗଡ: ନୟାଗଡ଼ ବନଖଣ୍ଡରେ ଏକ ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିବା ୩ଜଣ ଫରେଷ୍ଟଗାର୍ଡଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ୩ ଫରେଷ୍ଟଗାର୍ଡଙ୍କୁ କାର୍ଯ୍ୟରୁ ସସପେଣ୍ଡ କରିଛନ୍ତି ଡିଏଫ୍ଓ । ନିଲମ୍ୱିତ ଫରେଷ୍ଟଗାର୍ଡମାନେ ହେଲେ ସନାତନ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ପାଲ୍ ଓ ଅକ୍ଷୟ ମଲ୍ଲିକ। ମିଳିଥିବା ସୂଚନା ଅନୁସାରେ ଚଢେୟାପଲ୍ଲୀ ସଂରକ୍ଷିତ ଜଙ୍ଗଲ ନଇବଣିଆ ନିକଟରେ କିଛିଦିନ ତଳେ ଏକ ହାତୀର ମୃତଦେହ ପଡିଥିବା […]

bajaj

bajaj

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 09:19 AM IST

Sports

Latest News

elephanteନୟାଗଡ: ନୟାଗଡ଼ ବନଖଣ୍ଡରେ ଏକ ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିବା ୩ଜଣ ଫରେଷ୍ଟଗାର୍ଡଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ୩ ଫରେଷ୍ଟଗାର୍ଡଙ୍କୁ କାର୍ଯ୍ୟରୁ ସସପେଣ୍ଡ କରିଛନ୍ତି ଡିଏଫ୍ଓ । ନିଲମ୍ୱିତ ଫରେଷ୍ଟଗାର୍ଡମାନେ ହେଲେ ସନାତନ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ପାଲ୍ ଓ ଅକ୍ଷୟ ମଲ୍ଲିକ।

ମିଳିଥିବା ସୂଚନା ଅନୁସାରେ ଚଢେୟାପଲ୍ଲୀ ସଂରକ୍ଷିତ ଜଙ୍ଗଲ ନଇବଣିଆ ନିକଟରେ କିଛିଦିନ ତଳେ ଏକ ହାତୀର ମୃତଦେହ ପଡିଥିବା ବନ ବିଭାଗ ପାଖରେ ଖବର ପହଞ୍ଚି ଥିଲା । ହେଲେ ଏହାକୁ ବନ ବିଭାଗ ଅସ୍ୱୀକାର କରିଥିଲା । ତେବେ ମୃତ ହାତୀ ନିକଟରେ ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିବାବେଳର ଦୃଶ୍ୟକୁ କ୍ୟାମେରାରେ ଉତ୍ତୋଳନ କରିନେଇଥିଲେ ଦଶପଲ୍ଲାର ଜଣେ ଆଇନଜୀବୀ। ବନବିଭାଗ କର୍ମଚାରୀ ଜାଣିଶୁଣି ହାତୀ ମୃତ୍ୟୁ ଖବରକୁ ଲୁଚାଇବାକୁ ଚେଷ୍ଟା କରାଯାଉଥିବା ଦର୍ଶାଇ ସେ ପିସିସିଏଫ୍ ଓ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ୩ଜଣ ଫରେଷ୍ଟଗାର୍ଡଙ୍କୁ ନୟାଗଡ଼ ଡିଏଫ୍ଓ ନିଲମ୍ବିତ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story