ନୟାଗଡ଼ରେ ରାଜନୈତିକ ହିଂସା, ୪ ବିଜେପି କର୍ମୀ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଗୋଳାପୋଖରୀରେ ରାଜନୈତିକ ହିଂସା ଘଟିଛି। ଆଜି ବିଜେପି ପକ୍ଷରୁ ବାଇକ ଶୋଭାଯାତ୍ରା ବେଳେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଆକ୍ରମଣ କରାଯାଇଛି। ଏଥିରେ ୪ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଏପରି ଆକ୍ରମଣ ପ୍ରତିବାଦରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି କର୍ମୀମାନେ ରଣପୁର ଥାନା ସମ୍ମୁଖରେ ରାସ୍ତାରୋକ କରିଥିଲେ।

nayagarh

Rakesh Mallick
  • Published: Wednesday, 08 February 2017
  • , Updated: 08 February 2017, 10:00 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଗୋଳାପୋଖରୀରେ ରାଜନୈତିକ ହିଂସା ଘଟିଛି। ଆଜି ବିଜେପି ପକ୍ଷରୁ ବାଇକ ଶୋଭାଯାତ୍ରା ବେଳେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଆକ୍ରମଣ କରାଯାଇଛି। ଏଥିରେ ୪ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି।

ଏପରି ଆକ୍ରମଣ ପ୍ରତିବାଦରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି କର୍ମୀମାନେ ରଣପୁର ଥାନା ସମ୍ମୁଖରେ ରାସ୍ତାରୋକ କରିଥିଲେ।

Related story