ନୟାଗଡ଼ : ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କଲା ପୋଲିସ

ନୟାଗଡ଼: ନୟାଗଡ଼ରେ ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ପୋଲିସ୍। ନୟାଗଡ଼ ପିଟିଏସ୍ ନିକଟରୁ ମାର୍ବଲ ବ୍ୟବସାୟୀ ଭାସ୍କର ସାହୁଙ୍କୁ କିଛି ଦୁବୃର୍ତ୍ତ ଗତ ୩ ତାରିଖ ସନ୍ଧ୍ୟାରେ ଅପହରଣ କରିନେଇଥିଲେ। ଅପହର୍ତ୍ତା ମାନେ ବ୍ୟବସାୟୀ ଜଣଙ୍କୁ ଛାଡ଼ିବା ପାଇଁ ସାହୁଙ୍କ ଭାଇଙ୍କଠାରୁ ୬୦ଲକ୍ଷ ଟଙ୍କା ଦାବି କରିଥିଲେ। ପୋଲିସ ମୋବାଇଲ ଟ୍ରାକିଂ କରି ଅପହର୍ତ୍ତାଙ୍କ ବିଷୟରେ ଜାଣିବା ସହ ସାହୁଙ୍କୁ ଉଦ୍ଧାର କରିଛି। ଅପହରଣରେ ସାମିଲଥିବା ମୋଟ ୫ ଜଣ ଦୁବୃର୍ତ୍ତଙ୍କୁ ପୋଲିସ ଧରିବା ସହ ଭାସ୍କର […]

b

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 05:37 AM IST

ନୟାଗଡ଼: ନୟାଗଡ଼ରେ ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ପୋଲିସ୍। ନୟାଗଡ଼ ପିଟିଏସ୍ ନିକଟରୁ ମାର୍ବଲ ବ୍ୟବସାୟୀ ଭାସ୍କର ସାହୁଙ୍କୁ କିଛି ଦୁବୃର୍ତ୍ତ ଗତ ୩ ତାରିଖ ସନ୍ଧ୍ୟାରେ ଅପହରଣ କରିନେଇଥିଲେ। ଅପହର୍ତ୍ତା ମାନେ ବ୍ୟବସାୟୀ ଜଣଙ୍କୁ ଛାଡ଼ିବା ପାଇଁ ସାହୁଙ୍କ ଭାଇଙ୍କଠାରୁ ୬୦ଲକ୍ଷ ଟଙ୍କା ଦାବି କରିଥିଲେ। ପୋଲିସ ମୋବାଇଲ ଟ୍ରାକିଂ କରି ଅପହର୍ତ୍ତାଙ୍କ ବିଷୟରେ ଜାଣିବା ସହ ସାହୁଙ୍କୁ ଉଦ୍ଧାର କରିଛି। ଅପହରଣରେ ସାମିଲଥିବା ମୋଟ ୫ ଜଣ ଦୁବୃର୍ତ୍ତଙ୍କୁ ପୋଲିସ ଧରିବା ସହ ଭାସ୍କର ସାହୁଙ୍କୁ ଚିଲିକାର ଏକ ସ୍ଥାନରୁ ଉଦ୍ଧାର କରିଥିବା ସୂଚନା ମିଳିଛି।

Related story