ରାଜ୍ୟରେ ସମ୍ବେଦନହୀନ, ଠକ ସରକାର ଚାଲିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅବହେଳାର ଚରମ ସୀମାରେ ପହଞ୍ଚିଛି ସ୍ୱାସ୍ଥ୍ୟସେବା। ବାହାରେ କାମ କରୁଥିବା ଓଡ଼ିଆମାନେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ନିର୍ବାଚନ ବେଳେ ରାଜ୍ୟ ସରକାର ବଡ଼ବଡ଼ ପ୍ରତିଶ୍ରୁତି ଦିଅନ୍ତି। ହେଲେ କିଛି ପ୍ରତିଶ୍ରୁତି ପାଳନ କରନ୍ତିନି। ଏଠି ଏକ ସମ୍ବେଦନହୀନ, ଠକେଇ କରୁଥିବା ସରକାର ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭର୍ଚୁଆଲ୍‌ ପ୍ରଚାର ବେଳେ ଏହି କଥା କହିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ଯେ, କରୋନା […]

dharmendra-pradhan

dharmendra-pradhan

Manoranjan Sial
  • Published: Friday, 23 October 2020
  • Updated: 23 October 2020, 04:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅବହେଳାର ଚରମ ସୀମାରେ ପହଞ୍ଚିଛି ସ୍ୱାସ୍ଥ୍ୟସେବା। ବାହାରେ କାମ କରୁଥିବା ଓଡ଼ିଆମାନେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ନିର୍ବାଚନ ବେଳେ ରାଜ୍ୟ ସରକାର ବଡ଼ବଡ଼ ପ୍ରତିଶ୍ରୁତି ଦିଅନ୍ତି। ହେଲେ କିଛି ପ୍ରତିଶ୍ରୁତି ପାଳନ କରନ୍ତିନି। ଏଠି ଏକ ସମ୍ବେଦନହୀନ, ଠକେଇ କରୁଥିବା ସରକାର ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭର୍ଚୁଆଲ୍‌ ପ୍ରଚାର ବେଳେ ଏହି କଥା କହିଛନ୍ତି ଧର୍ମେନ୍ଦ୍ର।

ସେ କହିଛନ୍ତି ଯେ, କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟଙ୍କା ପଠାଉଛନ୍ତି। ଏଠି ସେହି ଅର୍ଥ ବାଟମାରଣା ହେଉଛି। ଚିଟ୍‌ଫଣ୍ଡ ମାଧ୍ୟମରେ ଓଡ଼ିଆ ଲୋକଙ୍କ ପଇସା କିଏ ଖାଇଲା? ଉପନିର୍ବାଚନରେ ଏକ ନିର୍ଣ୍ଣାୟକ ବାର୍ତ୍ତା ଦିଆଯାଉ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି-“ମହାମାରୀ କରୋନା ପାଇଁ ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି। ପୃଥିବୀର ଅର୍ଥନୀତି ସ୍ଥିର ହୋଇଯାଇଛି। ଜନଜୀବନ ଓ ସ୍ୱାସ୍ଥ୍ୟସେବା ଏକ ପ୍ରକାର ଭୁଷୁଡିଯିବା ଅବସ୍ଥାରେ ରହିଛି। ଏପରି ସମୟରେ ଭାରତ ସମଗ୍ର ବିଶ୍ୱରେ ଉଦାହରଣ ସୃଷ୍ଟି କରିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁ ସମ୍ଭବପର ହୋଇଛି।”

ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର ବିଭିନ୍ନ ଉପାୟରେ ୨୨୦୦୦ କୋଟି ଟଙ୍କା ଦେଇଛନ୍ତି। ଏହା ସତ୍ତ୍ୱେ ଲୋକଙ୍କ ବିକଳ ଚିତ୍ର ସମ୍ନାକୁ ଆସିଛି। ଲୋକମାନେ ନାନା ହଇରାଣ ହରକତ ହୋଇଛନ୍ତି। ସୋଶାଲ୍‌ ମିଡିଆରେ ଛୋଟ ଛୋଟ ପିଲାମାନେ ଆକୁଳ ନିବେଦନ କରି କହୁଛନ୍ତି, ମୋ ବାପାଙ୍କୁ ହସ୍ପିଟାଲ ନେଇଯାଅ। ଏପରି ଦୃଶ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବାର ବିଚିତ୍ର ଚିତ୍ରକୁ ପଦାକୁ ଆଣିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story